У нас вы можете посмотреть бесплатно Cuttack MLA Mohammad Mokkim sat on Protest || ଧାରଣାରେ ବସିଲେ କଟକ ବିଧାୟକ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଧାରଣାରେ ବସିଥିଲେ ବିଧାୟକ ମହମ୍ମଦ ମୋକିମ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଗତକାଲି ପୁରିଘାଟ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ। ଗତକାଲି କଟକରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ କଟକ ଜିଲ୍ଲାରେ ଅନ୍ୟ ପ୍ରକଳ୍ପ ଗୁଡିକର ଘୋଷଣା ମଧ୍ୟ କରିଛନ୍ତି ନବୀନ। କଟକର ବିଭିର୍ନ କାର୍ଯ୍ୟକ୍ରମରେ ବିଧାୟକ ମହମ୍ମଦ ମୋକିମଙ୍କୁ ନିମନ୍ତ୍ରଣ କରାଯାଇଥିବା ସତ୍ତ୍ୱେ ସେ ତାକୁ ପ୍ରତ୍ୟାଖ୍ୟାନ କରି ଧାରଣାରେ ବସିଛନ୍ତି। ସେ କହିଛନ୍ତି ଯେ, ଯେହେତୁ କଟକ ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ କଟକ ଆସିଛନ୍ତି ସେଥିପାଇଁ ତାଙ୍କୁ ମୁଁ ବିରୋଧ କରୁନାହିଁ । କିନ୍ତୁ ସବୁ ଆଡେ ମୁଖ୍ୟମନ୍ତ୍ରୀ ଯାଇ ପାରୁଥିବା ବେଳେ ବିଧାନସଭା ନ ଯିବା ଓ ଲୋକଙ୍କର ସ୍ୱାର୍ଥ ସମ୍ପର୍କରେ ଆଲୋଚନା ନ କରିବାକୁ ବିରୋଧ କରି ଏହି ଧାରଣାରେ ବସିଥିବା କଥା କହିଛନ୍ତି ବିଧାୟକ ମହମ୍ମଦ ମୋକିମ। WANT TO BE A PART OF #nnsodia or BE PART OF THE EVENTS ?.... STAY IN TOUCH: For more and more sensational news, exclusives, and many more such interesting programs stay tuned....... DO NOT FORGET TO HIT SUBSCRIBE & LIKE BUTTON. -------------------------------------------------------------------- Gmail : - [email protected] YouTube : / nnsodia Facebook : / nnsodia Twitter : / nnsodia Instagram : / nnsodia Website : www.nnsodia.com #NNS #NNSODIA #odisha #odianews #odia ---------------------------------------------------------------------- If you enjoyed the video do not forget to hit LIKE & SUBSCRIBE button. And do comments. Your feedback is highly solicited. Thank You.