У нас вы можете посмотреть бесплатно ଡାଏବେଟିସ୍: କାହିଁକି ବଢୁଛି? | Diabetes: Causes & Risk Factor in Odia | Dr Sudhir Patnaik или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Diabetes #WorldDiabetesDay #OdiaHealthTips ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ ଯୋଗୁଁ ଡାଏବେଟିସ୍ ଏବେଘରେ ଘରେ ବଢ଼ିଚାଲିଛି ଏବଂ ଡାଏବେଟିସ୍ ବିଭିନ୍ନ ଦୂରାରୋଗ୍ୟର କାରଣ। ତେଣୁ ଡାଏବେଟିସ୍ର ପରିଚାଳନା କରିବା ନିହାତି ଜରୁରୀ। ଆସନ୍ତୁ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧୀର ପଟ୍ଟନାୟକଙ୍କ ଠାରୁ ଜାଣିବା ଡାଏବେଟିସ୍ କାହିଁକି ବଢୁଛି ଓ ଏହାର ପରିଚାଳନା କିପରି କରିବା। ଏହି ଭିଡିଓରେ ରହିଛି, ଡାଏବେଟିସ୍ କ’ଣ? (0:00) କାହିଁକି ବଢୁଛି ଡାଏବେଟିସ୍ ସମସ୍ୟା (1:08) ଡାଏବେଟିସ୍ କେତେ ପ୍ରକାର? (1:52) ଡାଏବେଟିସ୍ର ପରିଚାଳନା କେମିତି କରିବେ? (3:16) ବିଶ୍ଵ ଡାଏବେଟିସ୍ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୩ରୁ ୧୫ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ‘ଡାଏବେଟିସ୍ ସହିତ ଜୀବନ’। Diabetes, a chronic metabolic disorder, results in uncontrolled elevation of blood sugar levels. Sedentary lifestyles, poor dietary choices, and rising obesity rates are key contributors of Diabetes. Effectively managing Diabetes is crucial for individuals coping with the condition. Why is there an increasing prevalence of Diabetes nowadays? How to manage Diabetes? Let’s know more from Dr Sudhir Patnaik, a Medicine Specialist. In this Video, What is Diabetes? in Odia (0:00) Why is there an increasing prevalence of Diabetes nowadays? in Odia (1:08) Types of Diabetes, in Odia (1:52) Management of Diabetes, in Odia (3:16) 'Know Diabetes to No Diabetes'. On the eve of World Diabetes Day, IFI Foundation in association with OdishaLIVE & Swasthya Plus Odia presents a pioneering public health awareness campaign 'Diabetes Sahita Jeebana: Living with Diabetes from 13-15 November 2023 on prevention and management of Diabetes. Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@swasthyaplus.com Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!