У нас вы можете посмотреть бесплатно ଧନୁଯାତ୍ରା କଳାକାର ଚୟନ ଫଳାଫଳ ଘୋଷଣା – କଂସ ଭୂମିକାରେ ସୁଶୀଲ ମେହେର ମନୋନୀତ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଧନୁଯାତ୍ରା କଳାକାର ଚୟନ ଫଳାଫଳ ଘୋଷଣା – କଂସ ଭୂମିକାରେ ସୁଶୀଲ ମେହେର ମନୋନୀତ Announced for Dhanu Yatra Artists: Sushil Meher Chosen as King Kansa ଗତ ତିନିଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଜୋରଦାର ଭାବେ ଚାଲିଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରି ଭିନ୍ନଘିନ୍ନ ଭୂମିକା ପାଇଁ ଦାବେଦାର ହୋଇଥିଲେ। ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀ ମହେନ୍ଦ୍ର ମହାପାତ୍ର ଅନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିଛନ୍ତି। ଧନୁଯାତ୍ରାର ମୁଖ୍ୟ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଚରିତ୍ର କଂସ ଭୂମିକା ପାଇଁ ସୁଶୀଲ ମେହେର ଚୟନିତ ହୋଇଛନ୍ତି। ତାଙ୍କ ଅଭିନୟ, ଉଚ୍ଚାରଣ, ଓ ଚରିତ୍ରରେ ଲୟବଦ୍ଧତା ଚୟନକାରୀଙ୍କୁ ଅତ୍ୟନ୍ତ ପ୍ରଭାବିତ କରିଥିଲା। ଫଳାଫଳ ଘୋଷଣା ସମୟରେ ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ୱର ଶତପଥୀ ଓ ନିଜରତ ଅଫିସର ଉପସ୍ଥିତ ଥିଲେ। ସେମାନେ ଚୟନିତ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇ ଏବଂ ଏହି ବର୍ଷର ଧନୁଯାତ୍ରା କିଛି ଅଧିକ ଗ୍ରାଣ୍ଡ, ସୁସଂଘଟିତ ଓ ସାଂସ୍କୃତିକ ଭାବେ ଓଜୋମୟ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। କଳାକାର ଚୟନ ପ୍ରକ୍ରିୟା ସମାପ୍ତ ହେବା ସହ, ଏବେ ଧନୁଯାତ୍ରା ପାଇଁ ପ୍ରସ୍ତୁତି ନୂତନ ଉତ୍ସାହରେ ଆରମ୍ଭ ହୋଇଛି। ଜିଲ୍ଲାବାସୀ ଓ ଦେଶ-ବିଦେଶର ନାନାଦିଗରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଏହା ନେଇ ଅପେକ୍ଷା ତୀବ୍ର ହୋଇପଡ଼ିଛି। For the past three days, the artist selection process for the world-famous Bargarh Dhanu Yatra has been actively underway. Various artists from across the region showcased their talent, hoping to secure roles in the grand open-air theatrical celebration. Today, the final results were officially announced at the District Collector’s Office. Additional District Magistrate (ADM) Shri Mahendra Mahapatra declared the names of the selected artists for the upcoming Dhanu Yatra. The most awaited announcement came as Sushil Meher was selected for the prestigious and powerful role of King Kansa, the central character of Dhanu Yatra. His performance, expressions, and command over the character impressed the selection committee. During the announcement, Dhanu Yatra Committee Secretary Sureshwar Satapathy, along with the Nizarat Officer, were present and provided important insights into the selection proceedings. They congratulated the selected artists and expressed confidence that this year's Dhanu Yatra will be even more grand, disciplined, and culturally enriching. With the selection process completed, preparation for the world-renowned Dhanu Yatra now enters its next exciting phase, building anticipation among thousands of devotees, art lovers, and visitors.