• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

ଆଇସକ୍ରିମରେ ନିଶା ଦେଇ ସ୍ୱାମୀଙ୍କୁ ଲୁଟିନେଲେ,ଜୀବନ ମରଣ ସହ ସଂଗ୍ରାମ ବେଳେ ବଞ୍ଚାଇଲେ ଜଗନ୍ନାଥ! | JJ TV скачать в хорошем качестве

ଆଇସକ୍ରିମରେ ନିଶା ଦେଇ ସ୍ୱାମୀଙ୍କୁ ଲୁଟିନେଲେ,ଜୀବନ ମରଣ ସହ ସଂଗ୍ରାମ ବେଳେ ବଞ୍ଚାଇଲେ ଜଗନ୍ନାଥ! | JJ TV 1 день назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଆଇସକ୍ରିମରେ ନିଶା ଦେଇ ସ୍ୱାମୀଙ୍କୁ ଲୁଟିନେଲେ,ଜୀବନ ମରଣ ସହ ସଂଗ୍ରାମ ବେଳେ ବଞ୍ଚାଇଲେ ଜଗନ୍ନାଥ! | JJ TV
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: ଆଇସକ୍ରିମରେ ନିଶା ଦେଇ ସ୍ୱାମୀଙ୍କୁ ଲୁଟିନେଲେ,ଜୀବନ ମରଣ ସହ ସଂଗ୍ରାମ ବେଳେ ବଞ୍ଚାଇଲେ ଜଗନ୍ନାଥ! | JJ TV в качестве 4k

У нас вы можете посмотреть бесплатно ଆଇସକ୍ରିମରେ ନିଶା ଦେଇ ସ୍ୱାମୀଙ୍କୁ ଲୁଟିନେଲେ,ଜୀବନ ମରଣ ସହ ସଂଗ୍ରାମ ବେଳେ ବଞ୍ଚାଇଲେ ଜଗନ୍ନାଥ! | JJ TV или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон ଆଇସକ୍ରିମରେ ନିଶା ଦେଇ ସ୍ୱାମୀଙ୍କୁ ଲୁଟିନେଲେ,ଜୀବନ ମରଣ ସହ ସଂଗ୍ରାମ ବେଳେ ବଞ୍ଚାଇଲେ ଜଗନ୍ନାଥ! | JJ TV в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



ଆଇସକ୍ରିମରେ ନିଶା ଦେଇ ସ୍ୱାମୀଙ୍କୁ ଲୁଟିନେଲେ,ଜୀବନ ମରଣ ସହ ସଂଗ୍ରାମ ବେଳେ ବଞ୍ଚାଇଲେ ଜଗନ୍ନାଥ! | JJ TV

ଜୟ ଜଗନ୍ନାଥ! 🙏 ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ରକ୍ଷାକର୍ତ୍ତା ଏବଂ ବିପଦ ସମୟର ସାରଥି । ଯେତେବେଳେ ମଣିଷ ଦୁର୍ବୁତ୍ତଙ୍କ ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼େ, ସେତେବେଳେ କେବଳ ସେହି ଚକାଡୋଳା ହିଁ ଅଦୃଶ୍ୟ ରୂପରେ ଆସି ଭକ୍ତକୁ ରକ୍ଷା କରନ୍ତି । 'ଜୟ ଜଗନ୍ନାଥ ଟିଭି'ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଭକ୍ତଙ୍କ ଅନୁଭୂତି' (Bhaktanka Anubhuti) ର ଏହି ଅଧ୍ୟାୟରେ ଶୁଣନ୍ତୁ ଏକ ରୋମାଞ୍ଚକର ସତ୍ୟ କାହାଣୀ । ଘଟଣା ସଂକ୍ଷେପରେ: ସ୍ୱାମୀଙ୍କୁ ଆଇସକ୍ରିମରେ ନିଶାଦ୍ରବ୍ୟ ମିଶାଇ ଦୁର୍ବୁତ୍ତମାନେ ସର୍ବସ୍ୱ ଲୁଟି ନେଇଥିଲେ । ନିଶାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ଡାକ୍ତରଙ୍କ ପାଇଁ ମଧ୍ୟ କଷ୍ଟକର ହୋଇପଡ଼ିଥିଲା । ସେହି ଅତି ସଙ୍କଟ ସମୟରେ ଜଣେ ସ୍ତ୍ରୀର ଆକୁଳ ଗୁହାରି ଶୁଣି କାଳିଆ ସାଆନ୍ତ କିଭଳି ଚମତ୍କାର କଲେ, ଶୁଣନ୍ତୁ ତାଙ୍କ ନିଜ ମୁହଁରୁ । ଆଜି ୦୮ ଫେବୃଆରୀ ୨୦୨୬, ରବିବାର ତାରିଖରେ ମହାପ୍ରଭୁଙ୍କ ଏହି ବିସ୍ମୟକର ଲୀଳାକୁ ଅନୁଭବ କରନ୍ତୁ । ଏଥି ସହିତ ଶୁଣନ୍ତୁ ଭକ୍ତମାନଙ୍କର ଅନ୍ୟ ଅନେକ ଭିନ୍ନଭିନ୍ନ ଅନୁଭୂତି । Don't forget to Like, Share and Subscribe to JAY JAGANNATH TV. #JayJagannathTV #BhaktankaAnubhuti #JagannathMiracle #LifeSurvivor #FaithInJagannath #JagannathLila #OdiaDevotional #Odisha #MiracleOfGod #JagannathDham #ChakaDola "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 #jayjgannathtvlive #namitaagrawal #sidharthtv Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Comments
  • ପୁଅର ଦେହ ଖରାପ,ମନରେ ଅନେକ ଦୁଃଖ! ଦର୍ଶନ ପାଇଁ ଆସିଥିବା ବେଳେ କାଳିଆ କିଭଳି କଲେ ଚମତ୍କାର ? Jay Jagannath TV 5 часов назад
    ପୁଅର ଦେହ ଖରାପ,ମନରେ ଅନେକ ଦୁଃଖ! ଦର୍ଶନ ପାଇଁ ଆସିଥିବା ବେଳେ କାଳିଆ କିଭଳି କଲେ ଚମତ୍କାର ? Jay Jagannath TV
    Опубликовано: 5 часов назад
  • News Fuse 09 FEBRUARY 2026 2 часа назад
    News Fuse 09 FEBRUARY 2026
    Опубликовано: 2 часа назад
  • ଦୁଃଖ ଶୁଣିବ କି ନାହିଁ ମଣିମା ... ଦୁଃଖି ଡାକେ ସିଂହ ଦ୍ଵାରେ | Anubhutire Shree Jagannatha | Jaga Katha 7 месяцев назад
    ଦୁଃଖ ଶୁଣିବ କି ନାହିଁ ମଣିମା ... ଦୁଃଖି ଡାକେ ସିଂହ ଦ୍ଵାରେ | Anubhutire Shree Jagannatha | Jaga Katha
    Опубликовано: 7 месяцев назад
  • ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ସ୍ୱାମୀ ଓ ପୁଅଙ୍କ ଭୟଙ୍କର ଦୁର୍ଘଟଣା; ମୃତ୍ୟୁ ମୁଖରୁ ଟାଣି ଆଣିଲେ ଜଗନ୍ନାଥ! 1 день назад
    ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ସ୍ୱାମୀ ଓ ପୁଅଙ୍କ ଭୟଙ୍କର ଦୁର୍ଘଟଣା; ମୃତ୍ୟୁ ମୁଖରୁ ଟାଣି ଆଣିଲେ ଜଗନ୍ନାଥ!
    Опубликовано: 1 день назад
  • ସାଇଙ୍କ ବଡ଼ ଖୁଲାସା ? Jatra Actor Sai | Nandu Jatra Owner | Tulasi Gananatya | Odia News 4 часа назад
    ସାଇଙ୍କ ବଡ଼ ଖୁଲାସା ? Jatra Actor Sai | Nandu Jatra Owner | Tulasi Gananatya | Odia News
    Опубликовано: 4 часа назад
  • Jatra Controversy: Dhouli Gananatya Producer Bishwajit Raj Breaks Silence on Sai-Nandu Quarrel 5 часов назад
    Jatra Controversy: Dhouli Gananatya Producer Bishwajit Raj Breaks Silence on Sai-Nandu Quarrel
    Опубликовано: 5 часов назад
  • ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena 3 дня назад
    ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena
    Опубликовано: 3 дня назад
  • Capital Car Crash Exposes Murder Plot Linked to Love Triangle 2 часа назад
    Capital Car Crash Exposes Murder Plot Linked to Love Triangle
    Опубликовано: 2 часа назад
  • ଏଇ ଗାଁକୁ ବୋହୂ ହୋଇ ଆସିଥିଲେ ରାଷ୍ଟ୍ରପତି || President Droupadi Murmu || Odisha Reporter 4 дня назад
    ଏଇ ଗାଁକୁ ବୋହୂ ହୋଇ ଆସିଥିଲେ ରାଷ୍ଟ୍ରପତି || President Droupadi Murmu || Odisha Reporter
    Опубликовано: 4 дня назад
  • ଅର୍ଥ ଅଭାବ କିନ୍ତୁ ଭକ୍ତି ଅତୁଟ! ଅସହାୟ ଭକ୍ତର ଡାକ ଶୁଣି ବାଟ ଫିଟାଇଲେ କାଳିଆ ସାଆନ୍ତ | Jay Jagannath TV 4 часа назад
    ଅର୍ଥ ଅଭାବ କିନ୍ତୁ ଭକ୍ତି ଅତୁଟ! ଅସହାୟ ଭକ୍ତର ଡାକ ଶୁଣି ବାଟ ଫିଟାଇଲେ କାଳିଆ ସାଆନ୍ତ | Jay Jagannath TV
    Опубликовано: 4 часа назад
  • ଯଦି ବାବାଜୀ ହେବାର ଥିଲା ... ବାହା କାହିଁକି ହେଉଥିଲ ? Odia Comedy | Nandighosha Diary 1 год назад
    ଯଦି ବାବାଜୀ ହେବାର ଥିଲା ... ବାହା କାହିଁକି ହେଉଥିଲ ? Odia Comedy | Nandighosha Diary
    Опубликовано: 1 год назад
  • Digital Jejema | full Episode 10 | Krishna Rout | Comedy Show | 8th Feb 2026 @6pm  | Tarang Tv 1 день назад
    Digital Jejema | full Episode 10 | Krishna Rout | Comedy Show | 8th Feb 2026 @6pm | Tarang Tv
    Опубликовано: 1 день назад
  • ଲୋନକରି ଘରକଲି,ହେଲେ ସବୁଟଙ୍କାହରାଇ ବେସାହାରା ହୋଇଗଲି;ଶେଷରେ ମହାପ୍ରଭୁ ଦେଖାଇଲେ ବାଟ Bhaktanka Anubhuti | JJ TV 2 дня назад
    ଲୋନକରି ଘରକଲି,ହେଲେ ସବୁଟଙ୍କାହରାଇ ବେସାହାରା ହୋଇଗଲି;ଶେଷରେ ମହାପ୍ରଭୁ ଦେଖାଇଲେ ବାଟ Bhaktanka Anubhuti | JJ TV
    Опубликовано: 2 дня назад
  • ବଣଭୋଜିରେ ଆମିଷ ଖାଇଥିଲୁ ବୋଲି ପ୍ରଭୁ ଦର୍ଶନ ଦେଲେନି! ନୀଳଚକ୍ରକୁ ଚାହିଁ କାନ୍ଦି କାନ୍ଦି କଲି କ୍ଷମା ପ୍ରାର୍ଥନା 11 часов назад
    ବଣଭୋଜିରେ ଆମିଷ ଖାଇଥିଲୁ ବୋଲି ପ୍ରଭୁ ଦର୍ଶନ ଦେଲେନି! ନୀଳଚକ୍ରକୁ ଚାହିଁ କାନ୍ଦି କାନ୍ଦି କଲି କ୍ଷମା ପ୍ରାର୍ଥନା
    Опубликовано: 11 часов назад
  • କାହିଁକି ପ୍ରେମିକ ସତ୍ୟବ୍ରତଙ୍କ ହେଲା ହତ୍ୟା ...କହିଦେଲେ ବରିଷ୍ଠ ଆଇନଜୀବୀ Bhubaneswar Murder Mystery 4 часа назад
    କାହିଁକି ପ୍ରେମିକ ସତ୍ୟବ୍ରତଙ୍କ ହେଲା ହତ୍ୟା ...କହିଦେଲେ ବରିଷ୍ଠ ଆଇନଜୀବୀ Bhubaneswar Murder Mystery
    Опубликовано: 4 часа назад
  • Jatra Update: Sanjib Padhy Speaks Out on Sai-Payal-Nandu Dhala Kali Performance 1 день назад
    Jatra Update: Sanjib Padhy Speaks Out on Sai-Payal-Nandu Dhala Kali Performance
    Опубликовано: 1 день назад
  • ଦୁନିଆରେ ସବୁଠାରୁ ବଡ଼ ପାପ କଣ ? | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ 3 года назад
    ଦୁନିଆରେ ସବୁଠାରୁ ବଡ଼ ପାପ କଣ ? | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
    Опубликовано: 3 года назад
  • ପିଲା ଛୁଆ ସଂସାର ସବୁ ମହାପ୍ରଭୁଙ୍କୁ ଛାଡ଼ିଲି ତାଙ୍କ ସେବା ହେଲା ଆଗ - ଭକ୍ତଙ୍କ ଅନୁଭୂତି - Bhaktanka Anubhuti 2 года назад
    ପିଲା ଛୁଆ ସଂସାର ସବୁ ମହାପ୍ରଭୁଙ୍କୁ ଛାଡ଼ିଲି ତାଙ୍କ ସେବା ହେଲା ଆଗ - ଭକ୍ତଙ୍କ ଅନୁଭୂତି - Bhaktanka Anubhuti
    Опубликовано: 2 года назад
  • ଏଠି ନା ଜାତି ନା ଜାତକ ନା ଯୌତୁକ,କେବଳ ଖାଣ୍ଟି ଭଲପାଇବା ଦେଖାଯାଉଛି  Bhubaneswar | 300Marriages | Casteism 1 день назад
    ଏଠି ନା ଜାତି ନା ଜାତକ ନା ଯୌତୁକ,କେବଳ ଖାଣ୍ଟି ଭଲପାଇବା ଦେଖାଯାଉଛି Bhubaneswar | 300Marriages | Casteism
    Опубликовано: 1 день назад
  • ରାତିରେ ଘରକୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା,ମୃତ୍ୟୁ ମୁଖରୁ ବଞ୍ଚାଇଲେ ଜଗନ୍ନାଥ! | Bhaktanka Anubhuti | JJ TV 1 день назад
    ରାତିରେ ଘରକୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା,ମୃତ୍ୟୁ ମୁଖରୁ ବଞ୍ଚାଇଲେ ଜଗନ୍ନାଥ! | Bhaktanka Anubhuti | JJ TV
    Опубликовано: 1 день назад

Контактный email для правообладателей: u2beadvert@gmail.com © 2017 - 2026

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5