У нас вы можете посмотреть бесплатно ହେମ ହରିଣୀ ଧିରେ ଧାମନ୍ତେ Hema Harini Dhire Dhamante - ଓଡ଼ିଶାର ଗୌରବ- ଛାନ୍ଦ | Shyamamani Pattnaik или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ହେମ ହରିଣୀ ଧୀରେ ଧାମନ୍ତେ ଧୀରେ ଧାମନ୍ତେ ସୁନ୍ଦର ଧରଣୀ ଧରୁ ଧରୁ କରୁ ମୃଗ ପଳାବନ୍ତେ ଗୋଡ଼ାଉଛନ୍ତି ରଘୁମଣି ।ପଦ। କେତେବେଳେ ମୃଗ ଦୃଷ୍ଟିକି ନ ଦିଶେ କେତେବେଳେ ଦୃଷ୍ଟିଗୋଚର । କେତେବେଳେ ଦୂରେ କେତେବେଳେ ପାଶେ ରାମଙ୍କୁ ହେଲା ଅଗୋଚର ।୧। ରାମଙ୍କୁ ବହୁତ ଦୂର ଘେନିଯାଇ ଗଲା ଅଦୃଶ୍ୟ ହୋଇ କାହିଁ । ଫୁଟିଣ ରାମ ତରୁତଳେ ବସନ୍ତେ ପୁଣି ଛାମୁରେ ହେଲା ଯାଇଁ ।୨। ମାରିବା ବୋଲି ମନରେ ବିଚାରିଣ କୋଦଣ୍ଡରେ କାଣ୍ଡ ସନ୍ଧିଲେ । ବଜ୍ରାଘାତ ପ୍ରାୟ ଶବଦ ଶୁଭିଲା ଯେତେବେଳେ ଶର ବିନ୍ଧିଲେ ।୩। ଲକ୍ଷ୍ମଣ ତ୍ରାହି ସୀତା ତ୍ରାହି ବୋଲିଣ ରାମସ୍ଵରେ ଉଚ୍ଚେ ଡାକିଲା । ମୃଗ ଦେହ ଛାଡ଼ି ନିଜ ତନୁ ଧରି ପ୍ରାଣ ହାରି ତଳେ ପଡ଼ିଲା ।୪। ଦେଖି ରାମଚନ୍ଦ୍ର ଚକିତ ହୋଇଣ ବୋଲନ୍ତି ହେଲା ପରମାଦ । ମୃଗ ଦେହ ଛାଡ଼ି ଅସୁର ଦେହରେ କିରୀଟ କୁଣ୍ଡଳ ଅଙ୍ଗଦ ।୫। ଏ ବାଣୀ ଶୁଣି ଆମ୍ଭର ପ୍ରାୟ ମଣି ଆସଇ ନ ପୁଣି ଲକ୍ଷ୍ମଣ । ଛାଡ଼ି ଅଇଲେ ସୀତାଙ୍କୁ ନ ପାଇବି କି ବୋଇଲା ଦୁଷ୍ଟ ଦାରୁଣ ।୬। ଏହା ବିଚାରନ୍ତେ ବାମ ଭୁଜ ବାମ ନୟନ ତାଙ୍କର ସ୍ଫୁରିଲା । ବୋଲେ ବିଷି ରାମ ପଛରେ ଗୋଡ଼ାଇ ଶୃଗାଳ ଘୋର ଧ୍ୱନି କଲା ।୭। ♪ Full Song Available on ♪ Gaana : JioSaavn : Wynk : Apple Music : Amazon Prime Music : iTunes : Spotify : YouTube Music : Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes Watch & Subscribe to our other YouTube Channels: 👉 Sidharth TV: / sidharthtv 👉 Sidharth Music: / sidharthmusic 👉 Sidharth Bhakti: / sidharthbhakti 👉 Namita Agrawal : / namitaagrawal 👉 Siddharth Bangla: / siddharthbangla 👉 PuniThare: / punitharesidharthmusic 👉 Full Jatra: / fulljatra 👉 HookeHoo TV: / hookehootv 👉 ODIAHD: / odiahd 👉 World Music: / worldmusicodia 👉 OdiaENews: / odiaenewsofficial 👉 OdiaBhagabata: / odiabhagabatasidharthmusic 👉 CharanaRamDas: / charanaramdas 👉 JECassetteCompany: / jecassettecompany 👉 SidharthSambalpuri : / sidharthsambalpuri 👉 Sidharth Utsav: / sidharthganga 👉 Sidharth Gold : / sidharthgold 👉 BOBAL: / bobalodia 👉 DCD: / dcdodia 👉 BrokenHeart: / brokenheartodia Enjoy & stay connected with us! 👉 Like us on Facebook : / sidharthmusicodia 👉 Follow us on Twitter : / sidharth_tv 👉 Follow us on Instagram : / sidharthtvofficial #JE #SidharthMusic #SidharthBhakti #NamitaAgrawal #SitaramAgrawal