У нас вы можете посмотреть бесплатно A Janame Prabhu Karichi Tumaku | ଏ ଜନମେ ପ୍ରଭୁ କରିଛି ତୁମକୁ| Debendra Kar | Bijoy Ku Parida (SPR) | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
jayguru to all devotees please watch the video, like, comment, share and subscribe our channel. please press the bell icon for latest updates on our channel. thank you #satsang_vihar_narsinghpur #aa_janame_prabhu #debendra_kar #bijay_kumar Lyrics- ଏ ଜନମେ ପ୍ରଭୁ କରିଛି ତୁମକୁ ଜୀବନର ଧ୍ରୁବତାର, ଉଷରମରୁରେ ଅମୃତର ଧାରା ହେବିନାହିଁ ପଥହରା ||୦|| ବଞ୍ଚିବା ବଢିବା ପଥ ଦେଖାଇଲ ଜୀବନରେ ଦେଲ ସୁର, ଅଶାନ୍ତ ପରାଣେ ପ୍ରେମଧାରା ଢାଳି କଲ ଜୀବନ ସଞ୍ଚାର, ଅମା ଅନ୍ଧକାର ବୁକୁଚିରି ତୁମେ-୨ ଧନ୍ୟ କଲ ଏଇ ଧରା ||୧|| ଏମିତି କେତେ ଯେ ଜୀବନ ଯାଇଛି କାନେକାନେ ଦେଲ କହି, ବୁଝିତ ପାରିନି ତୁମ କୁହା କଥା ପାସୋରିଛି କେତେ କାହିଁ, ଏଥର ବୁଝିଛି ପରମ ଦୟାଲ-୨ ତୁମରି ପ୍ରେମର ଧାରା ||୨|| ଏ ଜନମେ ପ୍ରଭୁ....