У нас вы можете посмотреть бесплатно nrusingha stuti || Odia || Rudra mana ||ନୃସିଂହ ଙ୍କ ସ୍ତୁତି ଶ୍ରବଣ କଲେ କି ଲାଭ ମିଳେ @kichakeswari films или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
nrusingha stuti || odia nrusingha stuti||ନୃସିଂହ ଙ୍କ ସ୍ତୁତି ଶ୍ରବଣ କଲେ କି ଲାଭ ମିଳେ @kichakeswari films Hii This is kichakeswarifilms director by Rudra(mana).... kichakeswari films a complete ENTERTAINMENT house ************************************************** *************MAA DAKHINAKALI SARANAM************************* **YOUTUBE LINK • nrusingha stuti || Odia || Rudra mana ||ନ... ---------------------------------------------------------- 🙏1... ଜୟ ଜୟ ନରସିଂହ ପ୍ରଭୁ ଦିବ୍ୟମୂର୍ତ୍ତି ସକଳଭୁବନନାଥ ଦିଅ ଦିବ୍ୟଗତି ............................ ବିପଦକାଳରେ ତୁମ୍ଭେ କେବଳ ସହାୟ ତୁମପାଦ ଆଶ୍ରାକଲେ ତୁଟେସର୍ବଭୟ .................................... ବିକଟାଲ ମୁଖ ନଖ ବିକଟାଲ ରୂପ ବିକଟାଲ ଅଟ୍ଟହାସ୍ୟ ବିରାଟସ୍ୱରୂପ ............................................... 🙏2.. ବିଦାରଣେ ନଖେ କଲ ରୂଷେ ହିରଣ୍ୟକୁ ଦନ୍ତାଘାତେ ଚିରି ଦତ୍ୟ ସୁବିଶାଳ କୁ .................. ଅନ୍ତଉପବିତ କରି ରକ୍ତ କଲ ପାନ ଭକ୍ତଦୁଃଖ ନ ସହିଲ ପ୍ରଭୁ ଭଗବାନ .................. ଦୁର୍ଜନ ପାଇଁ ଯେ ତୁମେ ଅତ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମକାଳେ ମଧ୍ୟାହ୍ନ ରେ ଯେସନେ ମାର୍କଣ୍ଡ .................. 🙏3.. ଭକ୍ତ ଜନ ପାଇଁ ତୁମ କରୁଣା ଶ୍ରବଇ ଚକ୍ଷୁ ବକ୍ଷୁ ଯେଉଁପରି ଅମୃତ ଝରଇ ......................... ଦେଖାଇଲ ଭକ୍ତପ୍ରତି ଅପାର କରୁଣା ତୁମର ମହିମାପ୍ରଭୁ ବିଶ୍ୱେ ହେଲା ଜଣା ............................... ତୁମ୍ଭକୁ ଆଶ୍ରୟ କଲେ ଦୁଃଖହୁଏ ଦୂର ରୋଗ. ଶୋକ. ଶତ୍ରୁଭୟ ହୁଅଇ ନିବାର ................. 🙏4.. ଅଗତିର ଗତି ତୁମେ ପ୍ରଭୁ ଦୀନବନ୍ଧୁ କରୁଣାସାଗର ତୁମ୍ଭେ ଅଟ କୃପାସିନ୍ଧୁ ............. ଅପାର ମହିମା ସିନ୍ଧୁ ତୁମେ ନରସିଂହ ଭକତ ରକ୍ଷଣ ପାଇଁ ଏ ତୁମ ବିଗ୍ରହ .............. ଦୁର୍ଜନଙ୍କ ପାଇଁ ତୁମ୍ଭେ ଅଟ ଭୟଙ୍କର ସୁଜନଙ୍କ ପାଇଁ ତୁମେ କରୁଣାସାଗର 🙏5... ବିପଦେ ଡାକିଲେ ତୁମ ନାମ ଭକ୍ତିଭରେ ଘୁଂଚିଯାଏ ସେ ବିପଦ ସକଳ ଅଚିରେ ............... ପରମଦୟାଳୁନାଥ କର ହେ କରୁଣା ଭକ୍ତବେଦନା ତୁମ୍ଭ ହୃଦେ କରି ଘେନା ............ କହେ ମୁଁ ମୃଢ ତୁମ ମହିମା ସୁମରୀ ସଦାଘେନ ରଖ ଦାସ ପାଶରେ ତୁମରି ............... 🙏6 ଜୟ ଜୟ ନରସିଂହ ପ୍ରଭୁ ଭଗବାନ ହେ ଈଶ୍ୱର ହେ କେଶବ ଶ୍ରୀବତ୍ସଲାଞ୍ଚନ ********************************************************** #nrusinghanath #nrusimha #odianewbhajan #odiamp3 #narsimaha #laxminarasimha #narasimhasongs #narasimhapuran #stuti #odiabhaktigeeta #trnding_song #viral stuti #odiabhajana #odiabhaktisongs #odiareel *************************************************** Our Social Media Accounts👇 Facebook page: https://www.facebook.com/profile.php?... Twitter account: https://twitter.com/kichakeswaari14?t... ---------------------------------------------------------- Mail id.. Kichakeswari8@gmail. com contact no:9938944797 ANTI PIRACY WARNING This Content is Original Video Song kichakeswari films production House Any Unauthorized Reproduction, Redistribution and Reuploding is Strictly prohibited of this material, Legal action will be taken against those who violation the copyright of the flowing Material present Facebook page: https://www.facebook.com/profile.php?... Twitter account: https://twitter.com/kichakeswaari14?t...