У нас вы можете посмотреть бесплатно ମଶାଣିରେ ଘର କାଳିଆକୁ ଜଗିଛି କଳିଯୁଗ ଶବରୀ || Heartbreaking Story of Prabhati Panda || Jay Jagannath ||OR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମଶାଣିରେ ଘର କାଳିଆକୁ ଜଗିଛି କଳିଯୁଗ ଶବରୀ || Heartbreaking Story of Prabhati Panda || Jay Jagannath || Odisha Reporter ଗାଁ ଶେଷ ମୁଣ୍ଡରେ ମଶାଣି। ଆଉ ଏ ମଶାଣିରୁ ଛୁଟିଆସୁଥିଲା ତୁଳସୀର ବାସ୍ନା। ଶାନ୍ତ ପରିବେଶ। ସାଧାରଣତଃ ଯେଉଁ ସ୍ଥାନକୁ ଦିନ ବେଳେ ଯିବାକୁ ଲୋକେ ଡରନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ପାଳସିଆ ଗାଁର ଇଏ ହେଉଛନ୍ତି ପ୍ରଭାତି ପଣ୍ଡା। ଚମ ଧୁଡ଼ୁ ଧୁଡ଼ୁ ହେଲାଣି, ଆଖିର ଜ୍ୟୋତି ଦୀର୍ଘ ୧୫ବର୍ଷ ହେବ ଗଲାଣି। ବୟସ ବଢ଼ିବା ପରେ ପରିବାର ଲୋକଙ୍କ ପାଇଁ ବି ସେ ଅଲୋଡା ହୋଇପଡିଥିଳେ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #Odisha #OdishaReporter #baleswar #SpecialReport #jagannathDevotees