У нас вы можете посмотреть бесплатно 95-GANJAM GOAT SOLD OUT KANDHAMAL ଦେଶୀ ଗଂଜାମ ଛେଳି ବିକ୍ରୀ ହେଇଗଲା "କନ୍ଧମାଳ" "7064694545" или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
GANJAM GOAT SOLD OUT KANDHAMAL ଦେଶୀ ଗଂଜାମ ଛେଳି ବିକ୍ରୀ ହେଇଗଲା "କନ୍ଧମାଳ" "7064694545" #Ganjambreed ଓଡ଼ିଶା ର ଏକ ମାତ୍ର ନିଜସ୍ଵ ବ୍ରିଡ ଛେଳି ବା ଲୋକାଲ ବ୍ରିଡ ଛେଳି ଅଟେ। ଏହା କୌଣସି ବାହାର ରାଜ୍ୟ ର ଛେଳି ନୁହଁ। ଏହା ଓଡ଼ିଶା ପାଣି ପାଗ ପାଇଁ ପ୍ରକୃତି ଦ୍ଵାରା ନିର୍ଦ୍ଧାରିତ ଓ ଏହା ବହୁତ ଭଲ ବା ଏହା ଓଡ଼ିଶା ପାଣି ପାଗ ପାଇଁ ଉପଯୁକ୍ତ ଓ ସଠିକ୍ ଛେଳି। ଗୋଟାଏ ଖସି ୧ ବର୍ଷ ରେ 35-45 kg*** (***ଓଜନ ବଢିବା ଆପଣଙ୍କ ଖାଦ୍ୟ ର Quality and Quantity ଉପରେ ନିର୍ଭର କରେ***)। ଏହା ବ୍ଲାକ ବେଙ୍ଗଲ ଛେଳି ଠାରୁ 2 ଗୁଣ ଅଧିକ ଓଜନିଆ ହୁଏ ସେହି ସମାନ ସମୟ ଅବଧି ରେ। ଏହା ଦ୍ବାରା ଚାଷୀ ଜଣେ ଢେର୍ ଲାଭବାନ ହେଇପାରିବ ଅଳ୍ପ ପରିଶ୍ରମ କରି ଅଧିକ ଦି ପଇସା ପାଇ ପାରିବ । ଖାଲି ଅଧିକ ସଂଖ୍ୟା ରେ ଛୁଆ ଦେଲେ ଭି ବ୍ଲାକ ବେଙ୍ଗଲ ଛେଲି କ୍ଷୀର ହୁଅନି ତେଣୁ ଛୁଆ ବଞ୍ଚିବା କଷ୍ଟକର ଓ ଓଜନ ବଢ଼ିଲେ ବା ହେଲେ ତ ଚାଷୀ କୁ ଦି ପଇସା ମିଳିବ ଚାଷୀ ର ଲାଭ ଭି କମ ହୁଏ। ତେଣୁ ଜଣେ ଚାଷୀ ଏହି ଗଂଜାମ ବ୍ରିଡ ଛେଳି ପାଳନ କରି ଲାଭବାନ ହେଇପାରିବ। #Localbreedgoats #ganjambreed #desigoatfarming #Odishagoatfarming #Odishagoatbreed #Localgoatfarming #Goatfarmingodisha #ankeetagoatfarm #Odishagoatfarming #goats #goatfarming #AnkeetaGoatFarm #AnkeetaFarms #ganjamGoatFarming #GanjamGoat #weighgtgainGoat #commericalGoatFarming #farmAnimals