У нас вы можете посмотреть бесплатно DUKHOBELE TUME PROBHU || JAGAN MOHAN NAG ODIYA CHRISTIAN ||SANTIRAJ KHOSLA| LATEST HD VDO SONG или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଦୁଃଖ ବେଳେ ତୁମେ ପ୍ରଭୁ | ଜଗନ ମୋହନ ନାଗ || ନୁତନ ଗୀତ Jiosavaan : https://www.saavn.com/s/song/odia/kor... ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଆପଣ ମାନଙ୍କୁ ମୋର ଆନ୍ତରିକ ଖ୍ରୀଷ୍ଟୀୟ ପ୍ରେମ ଭରା ନମସ୍କାର । ଆପଣ ମାନଙ୍କ ପ୍ରାର୍ଥନା ତଥା ସାହାଯ୍ୟ ଦ୍ବାରା ପ୍ରଭୁ ପୁଣି ଥରେ ଗଟିଏ ଗୀତ ପ୍ରସ୍ତୁତି କରିବାରେ ସାହାଯ୍ୟ କଲେ ତେଣୁ ମୁଁ ମହାନ ଜୀଵିତ ଈଶ୍ଵରଙ୍କ ଧନ୍ୟବାଦ ଦିଏ । ମୁଁ ଆଶାକରେ ଏହି ଗୀତଟି ଆପଣ ମାନଙ୍କ ହୃଦୟ କୁ ସ୍ପର୍ଶ କରିବ । *ଆପଣ ମାନଙ୍କୁ ଅନୁରଧ ଆମ ବିନା ଅନୁମତିରେ ଆମ ଏହି Jagan Mohan Nag Official YouTube Channel ରୋ କୌଣସି ଗୀତ କିମ୍ବା ଭିଡ଼ିଓ ଅନ୍ୟ ଚାନେଲ ରେ ଦୟାକରି ଅପଲଡ଼ କରନ୍ତୁ ନାହିଁ । ଆମ ବିନା ଅନୁମତିରେ ରିଆପଲଡ଼ କରିବା ଦ୍ଵାରା କିଛି ବିଷୟରେ ଆମକୁ ପ୍ରଭାବିତ କରୁଛି ।ଏଣୁ ଆପଣ ମାନଙ୍କୁ ଅନୁରୋଧ ଦୟାକରି ଆମ ବିନା ଅନୁମତିରେ କିଛି ବି ଅପଲଡ଼ କରନ୍ତୁ ନାହିଁ । ଆମ ସହିତ ଯୋଗାଜଗ କରନ୍ତୁ ନିଶ୍ଚିତ ଆପଣଙ୍କୁ ହୃଦୟ ର ସହିତ ସାହାଯ୍ୟ କରିବୁ । Full Lyrics ଦୁଃଖ ବେଳେ ତୁମେ ପ୍ରଭୂ ସାନ୍ତ୍ବନା କରିଲ ବିପଦରେ ତୁମେ ପ୍ରଭୁ ସାହାର ମୋ ହେଲ ହେ ପ୍ରିୟ ଯୀଶୁ ତୁମେ ମୋ ପାଳକ ହେ ପ୍ରିୟ ଯୀଶୁ ତୁମେ ମୋ ଚାଳକ .......... ମୋ ଚଲା ପଥେ ଯୀଶୁ ଚାଳକ ମୋ ହୁଅ ପାପଭୋରା ଜଗତରେ ପାଖେ ପାଖେ ରୁହ ଜୀବନରେ ମୋର ସାହା କେହି ନାହିଁ ତୁମ ବିନା ଏ ଜଗତେ ଭରସା କେ ନାହିଁ ହେ ପ୍ରିୟ ଯୀଶୁ ତୁମେ ମୋ ପାଳକ ହେ ପ୍ରିୟ ଯୀଶୁ ତୁମେ ମୋ ଚାଳକ ....... ଯେବେ ଏ ଦୁନିଆ କରିଦେଲା ପର ମା ବାପାଙ୍କ ଭଳି କରିଲ ଆଦର ଆଖିର ଲୁହକୁ ପୋଛିଦେଇ ପ୍ରଭୁ ତୁମରି ଦୟାରେ ପ୍ରେମ ମତେ କଲ ହେ ପ୍ରିୟ ଯୀଶୁ ତୁମେ ମୋ ପାଳକ ହେ ପ୍ରିୟ ଯୀଶୁ ତୁମେ ମୋ ଚାଳକ ..... ।।।।ରାଜ ମୋହନ ଖୋସଲା।।।। song Credits Lyrics & Music : Brother Raj Mohan Khosla Music Arrangement : Late Santiraj Khosla Voice : Brother Jagan Mohan Nag Acting : Brother Dhiraj,Basantraj ,& Sister Priyanka Camera & Edit ,Thumblin : Gagan Murari Youtube Partner : Brother Shibu Nanda Audio Recoeded & Mixising : BM Studio Cuttack Dholok : Monish Bhai, Tavla : Promod Bhai, Octopad : Babudaa,Mendolin : Santiraj Khosla, Key : Babuli ,sexso & flute : Sima Daa #jaganmohan #santirajkhoslachristiansongs #jaganmohannagallchristiansong #santirajkhoslaallodiyasongs #latestodiyasong #superhitchristiansong #hdvediosongs #humanesagarchristiansong #amitpanichristiansong #bidyutbhatrachristiansongs #youtubelatesttrendsong #vedioviralodiyasong #sambalpurichristiansong #koraputiyalatestchristiansong କିଛି ସୁନ୍ଦର ଅଡିଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଲିଂକ ବାଟୋଇ • BATOI || ବାଟୋଇ || JAGAN MOHAN NAG ODIYA CH... କେଡେ ସୁନ୍ଦର ଲାଗେ • କେଡ଼େସୁନ୍ଦର || KEDE SUNDARA LAGE|| NEW ODI... କେତେ ଭଲ ମୋର ଯୀଶୁ • || KETE BHALA MORO JISU କେତେ ଭଲ ମୋର || JAG... କରିଛି ପାପ • କରିିିଛି ପାପ | ODIA CHRISTIAN HD VIDEO SONG... ଜୀବନ ଜୀବନ • NEW LATEST || 2020 || KORAPUTIYA CHRISTIAN... ମକେ ଶାନ୍ତି ମିଲି ଗଲା • ମକେ ଶାନ୍ତିମିଲିଗଲା | MOKE SANTI MILIGOLA | ... ଯୀଶୁମର ପ୍ରାଣ ଧନ • JISUMORO PRANO DHONO [ FULL HD VEDIO ] NEW... ପ୍ରସଂଶା ନିବାସୀ • ପ୍ରସଂଶା ନିଵାସୀ || PRASANSA NIBASI || JAGAN... ତୁମ ବିନା ବଞ୍ଚି ପାରେନା • ତୁମବିନାବଞ୍ଚିପାରେନା || TUMO BINA|| NEW ODI... କିଏ ପଛି ଦେବ • KIAPOCHIDEBO || କିଏ ପୋଛିଦେଵ || NEW ODIYA C... ଅଭିମାନ • ଅଭିମାନ || ABHIMANO || JAGAN MOHAN NAG OD... ଯୀଶୁରାଜା ଦାକ୍ସି ଆଚେ • JISURAJA DAKSI ACHE || LATEST NEW KORAPUTI... ହେ ସଦା ପ୍ରଭୁ / 4g1dg1x CONTACT DETAILS Whatssap: 09777874138 face book link / jaganmohan.nag Instagram link : https://instagram.com/stories/jaganmo... !!* ANTI- PIRACY WARNING *!! This content is copyright to Jagan Mohan Nag Official .Any unauthorized reproduction redistribution ,re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented. !!...FAIR - USE COPYRIGHT DISCLAIMER ....!! Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism,commenting,news reporting,teaching,scholarship,and research. Fair use is a use premitted by copyright statute that might otherwise be infringing. This video has no negative impact on the orginal works it would actually be positive for them .if any owners of the content clips would like us to remove the video,we have no problem with that and will do so as fast as possible .Please massage us on You Tube if you have any concerns..We believe these videos are fair use because : They are transformative in a positive sense,we use within them act as a catalyst to further reading ...................THAN YOU ALL