• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

SEBA O SEBAKA EP-16 | ସେବା ଓ ସେବକ | ହଡ଼ପ ନାଏକ ହରିଶ୍ଚନ୍ଦ୍ର ମହାପାତ୍ରଙ୍କ ଦିବ୍ୟ ଅନୁଭୂତି скачать в хорошем качестве

SEBA O SEBAKA EP-16 | ସେବା ଓ ସେବକ | ହଡ଼ପ ନାଏକ ହରିଶ୍ଚନ୍ଦ୍ର ମହାପାତ୍ରଙ୍କ ଦିବ୍ୟ ଅନୁଭୂତି 1 год назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
SEBA O SEBAKA EP-16 | ସେବା ଓ ସେବକ | ହଡ଼ପ ନାଏକ ହରିଶ୍ଚନ୍ଦ୍ର ମହାପାତ୍ରଙ୍କ ଦିବ୍ୟ ଅନୁଭୂତି
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: SEBA O SEBAKA EP-16 | ସେବା ଓ ସେବକ | ହଡ଼ପ ନାଏକ ହରିଶ୍ଚନ୍ଦ୍ର ମହାପାତ୍ରଙ୍କ ଦିବ୍ୟ ଅନୁଭୂତି в качестве 4k

У нас вы можете посмотреть бесплатно SEBA O SEBAKA EP-16 | ସେବା ଓ ସେବକ | ହଡ଼ପ ନାଏକ ହରିଶ୍ଚନ୍ଦ୍ର ମହାପାତ୍ରଙ୍କ ଦିବ୍ୟ ଅନୁଭୂତି или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон SEBA O SEBAKA EP-16 | ସେବା ଓ ସେବକ | ହଡ଼ପ ନାଏକ ହରିଶ୍ଚନ୍ଦ୍ର ମହାପାତ୍ରଙ୍କ ଦିବ୍ୟ ଅନୁଭୂତି в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



SEBA O SEBAKA EP-16 | ସେବା ଓ ସେବକ | ହଡ଼ପ ନାଏକ ହରିଶ୍ଚନ୍ଦ୍ର ମହାପାତ୍ରଙ୍କ ଦିବ୍ୟ ଅନୁଭୂତି

"ସେବା ଓ ସେବକ" କାର୍ଯ୍ୟକ୍ରମ ହେଉଛି ମହାପ୍ରଭୁଙ୍କ ଛତିଶା ନିଯୋଗର ବିଭିନ୍ନ ସେବାୟତ ମାନଙ୍କର ମନର କଥା I ପ୍ରତି ଅଧ୍ୟାୟରେ ଦେଖନ୍ତୁ ଛତିଶା ନିଯୋଗର ଜଣେ ଜଣେ ସେବାୟତଙ୍କ ସହ ବିଶେଷ ସାକ୍ଷାତକାର , ଜାଣନ୍ତୁ ସେହି ସେବା ବିଷୟରେ ଏବଂ ସେବାୟତଙ୍କ ମୁହଁରୁ ଶୁଣନ୍ତୁ ସେବା ସମୟର ଦିବ୍ୟ ଅନୁଭୂତି I ଏହି ଅଧ୍ୟାୟର ବିଶେଷ ସେବକ : ହଡ଼ପ ନାଏକ ହରିଶ୍ଚନ୍ଦ୍ର ମହାପାତ୍ର ଉପସ୍ଥାପନା : ପଣ୍ଡିତ ଶେଷଦେଵ ସାହୁ "ଜୟ ଜଗନ୍ନାଥ ଟିଭି" ରେ ଏହି କାର୍ଯ୍ୟକ୍ରମ "ସେବା ଓ ସେବକ" ଦେଖିପାରିବେ ସବୁଦିନ ଦିନ ୪ଟା ସମୟରେ I"ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ । DTH Channel Nos : TATAPLAY-1799, Dish TV -1397, Airtel -615, Sun Direct-490 ,D2H -1397 Also available on all cable networks. ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618 "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #sebaosebak #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #jagannathpurilive #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Comments
  • ମଙ୍ଗଳ ଆଳତୀ ଦର୍ଶନ (10-Mar) | Today's Live Mangala Alati - Puri Jagannath Temple | Jay Jagannath Tv 2 часа назад
    ମଙ୍ଗଳ ଆଳତୀ ଦର୍ଶନ (10-Mar) | Today's Live Mangala Alati - Puri Jagannath Temple | Jay Jagannath Tv
    Опубликовано: 2 часа назад
  • 14 минут назад
    "ଭାଇଟିଏ ନାହିଁ" ବୋଲି ଝିଅ କାନ୍ଦୁଥିଲା, କାଳିଆ କିପରି କୋଳ ପୂର୍ଣ୍ଣ କଲେ? | Jay Jagannath TV
    Опубликовано: 14 минут назад
  • SEBA O SEBAKA EP-14 | ସେବା ଓ ସେବକ | ସିଂହାରୀ ସେବା ପଣ୍ଡିତ ହରିହର କରଙ୍କ ଦିବ୍ୟ ଅନୁଭୂତି 1 год назад
    SEBA O SEBAKA EP-14 | ସେବା ଓ ସେବକ | ସିଂହାରୀ ସେବା ପଣ୍ଡିତ ହରିହର କରଙ୍କ ଦିବ୍ୟ ଅନୁଭୂତି
    Опубликовано: 1 год назад
  • ଷାଠିଏ ପଉଟି ଭୋଗରୁ ତୁମର ଓ ଅନ୍ୟାନ୍ୟ ଭିକାରୀ ବଳଙ୍କ ଜଗନ୍ନାଥ ଭଜନ - Sathie Pauti Bhogaru | Jagannatha Bhajan 1 год назад
    ଷାଠିଏ ପଉଟି ଭୋଗରୁ ତୁମର ଓ ଅନ୍ୟାନ୍ୟ ଭିକାରୀ ବଳଙ୍କ ଜଗନ୍ନାଥ ଭଜନ - Sathie Pauti Bhogaru | Jagannatha Bhajan
    Опубликовано: 1 год назад
  • Пентагон готовит дерзкую операцию против Ирана / Тайная игра Трампа и Нетаньяху /№1107/ Юрий Швец 6 часов назад
    Пентагон готовит дерзкую операцию против Ирана / Тайная игра Трампа и Нетаньяху /№1107/ Юрий Швец
    Опубликовано: 6 часов назад
  • ଦାରୁ ଖୋଜାଠୁ ନବକଳେବର, ବାଡ଼ଗ୍ରାହୀ ଖୋଲିଲେ ସବୁ ରହସ୍ୟ.. | News7 Podcast With Ramchandra Das Mohapatra 6 месяцев назад
    ଦାରୁ ଖୋଜାଠୁ ନବକଳେବର, ବାଡ଼ଗ୍ରାହୀ ଖୋଲିଲେ ସବୁ ରହସ୍ୟ.. | News7 Podcast With Ramchandra Das Mohapatra
    Опубликовано: 6 месяцев назад
  • ବାପାଙ୍କ ପେଟରେ ଭୟଙ୍କର ଘା', ଖାଇବା ପିଇବା ସବୁ ବନ୍ଦ! କିନ୍ତୁ ବଇଦ ସାଜିଲେ କାଳିଆ | Jay Jagannath TV 1 час назад
    ବାପାଙ୍କ ପେଟରେ ଭୟଙ୍କର ଘା', ଖାଇବା ପିଇବା ସବୁ ବନ୍ଦ! କିନ୍ତୁ ବଇଦ ସାଜିଲେ କାଳିଆ | Jay Jagannath TV
    Опубликовано: 1 час назад
  • ଭଗବାନଙ୍କୁ ଆମେ ଅନେକ କିଛି ମାଗୁ, ହେଲେ ମିଳିବା ପରେ...| EP - 40 | Asantu Gapa Suniba 10 месяцев назад
    ଭଗବାନଙ୍କୁ ଆମେ ଅନେକ କିଛି ମାଗୁ, ହେଲେ ମିଳିବା ପରେ...| EP - 40 | Asantu Gapa Suniba
    Опубликовано: 10 месяцев назад
  • ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୪, ଅଧ୍ୟାୟ-୨୬ | Jay Jagannath TV 14 часов назад
    ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୪, ଅଧ୍ୟାୟ-୨୬ | Jay Jagannath TV
    Опубликовано: 14 часов назад
  • SEBA O SEBAKA EP-7 | ସେବା ଓ ସେବକ | ପୂଜାପଣ୍ଡା ସେବକ ସୁଦର୍ଶନ ପୂଜାପଣ୍ଡାଙ୍କ ଦିବ୍ୟ ଅନୁଭୂତି 1 год назад
    SEBA O SEBAKA EP-7 | ସେବା ଓ ସେବକ | ପୂଜାପଣ୍ଡା ସେବକ ସୁଦର୍ଶନ ପୂଜାପଣ୍ଡାଙ୍କ ଦିବ୍ୟ ଅନୁଭୂତି
    Опубликовано: 1 год назад
  • କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra 1 год назад
    କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra
    Опубликовано: 1 год назад
  • ସ୍ୱାମୀ ମୃତ୍ୟୁ ସହ ଲଢ଼ୁଛନ୍ତି, ପାଖରେ ପଇସା ନାହିଁ! ରାତି ଅଧରେ ଜଗା ପାଖରେ କାନ୍ଦିଲି... Jay Jagannath TV 12 часов назад
    ସ୍ୱାମୀ ମୃତ୍ୟୁ ସହ ଲଢ଼ୁଛନ୍ତି, ପାଖରେ ପଇସା ନାହିଁ! ରାତି ଅଧରେ ଜଗା ପାଖରେ କାନ୍ଦିଲି... Jay Jagannath TV
    Опубликовано: 12 часов назад
  • SEBA O SEBAKA EP-22 | ସେବା ଓ ସେବକ | ପୂଜାପଣ୍ଡା ସେବକ ସାମନ୍ତ ରାମନାରାୟଣ ପୂଜାପଣ୍ଡାଙ୍କ ଦିବ୍ୟ ଅନୁଭୂତି 1 год назад
    SEBA O SEBAKA EP-22 | ସେବା ଓ ସେବକ | ପୂଜାପଣ୍ଡା ସେବକ ସାମନ୍ତ ରାମନାରାୟଣ ପୂଜାପଣ୍ଡାଙ୍କ ଦିବ୍ୟ ଅନୁଭୂତି
    Опубликовано: 1 год назад
  • 10 БЕЗУМНЫХ Тайн Тибета, Вы Точно не Знали 1 день назад
    10 БЕЗУМНЫХ Тайн Тибета, Вы Точно не Знали
    Опубликовано: 1 день назад
  • ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୪, ଅଧ୍ୟାୟ-୧ | Jay Jagannath TV 3 недели назад
    ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୪, ଅଧ୍ୟାୟ-୧ | Jay Jagannath TV
    Опубликовано: 3 недели назад
  • ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ 2 года назад
    ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I
    Опубликовано: 2 года назад
  • ୨୭ ବର୍ଷର ପୁଅ ପାଇଁ ଡାକ୍ତର ହାତ ଟେକିଦେଲେ! ଜଗାକୁ କହିଲି— ପୁଅ ତତେ ଲାଗିଲା 🙏Jay Jagannath TV 12 часов назад
    ୨୭ ବର୍ଷର ପୁଅ ପାଇଁ ଡାକ୍ତର ହାତ ଟେକିଦେଲେ! ଜଗାକୁ କହିଲି— ପୁଅ ତତେ ଲାଗିଲା 🙏Jay Jagannath TV
    Опубликовано: 12 часов назад
  • ଶୁଣନ୍ତୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଜୟକୃଷ୍ଣ ଦାସମହାପାତ୍ରଙ୍କ ମୁଖରୁ ନିଜ ଅନୁଭୁତିର କଥା -JayJagannathTV 2 года назад
    ଶୁଣନ୍ତୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଜୟକୃଷ୍ଣ ଦାସମହାପାତ୍ରଙ୍କ ମୁଖରୁ ନିଜ ଅନୁଭୁତିର କଥା -JayJagannathTV
    Опубликовано: 2 года назад
  • ମନ୍ଦାକିନୀ,ଭାଗୀରଥି | Jay Jagannath TV 13 часов назад
    ମନ୍ଦାକିନୀ,ଭାଗୀରଥି | Jay Jagannath TV
    Опубликовано: 13 часов назад
  • ଅଭାବ ଅନାଟନରୁ ମୋତେ ଟାଣି ଆଣିଲେ ଜଗା! ଜଣେ ଭକ୍ତର କାନ୍ଦଭରା ସତ୍ୟ ଅନୁଭୂତି 🙏 8 дней назад
    ଅଭାବ ଅନାଟନରୁ ମୋତେ ଟାଣି ଆଣିଲେ ଜଗା! ଜଣେ ଭକ୍ତର କାନ୍ଦଭରା ସତ୍ୟ ଅନୁଭୂତି 🙏
    Опубликовано: 8 дней назад

Контактный email для правообладателей: u2beadvert@gmail.com © 2017 - 2026

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5