У нас вы можете посмотреть бесплатно Odia kabita " Bandhuta " //ଓଡ଼ିଆ କବିତା " ବନ୍ଧୁତା " // ରଚନା : ସୁରଜ୍ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Odia kabita " Bandhuta" // ଓଡ଼ିଆ କବିତା : ବନ୍ଧୁତା // ରଚନା : ସୁରଜ୍ ନମସ୍କାର ବନ୍ଧୁଗଣ , ଆଜିର କବିତା ବନ୍ଧୁତା ଉପରେ ଆଧାରିତ ଅଟେ । ଜୀବନରେ ବନ୍ଧୁତାର ଆବଶ୍ୟକତା ଜନ୍ମ ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥାଏ । ବନ୍ଧୁ ବିନା କେବେ ଜୀବନ ସରସ , ସୁଗମ ଓ ସଫଳତାର ସତ୍ୱା ପାଇଁ ନ ଥାଏ । ଜୀବନର ଦୁଃଖ ,ସୁଖ ,ଉତ୍ଥାନ ,ପତନ , ହତାଶ ଓ ନିରାଶ ଓ ବ୍ୟସ୍ତତାରେ ବନ୍ଧୁ ହିଁ ସାହାରା ହୋଇ ଥାଏ ନିଜ ବନ୍ଧୁ ପାଇଁ । ମୋର ଏହି " ବନ୍ଧୁତା" କବିତା Video କୁ ଦେଖନ୍ତୁ ,ଏହା ଆପଣଙ୍କୁ ନିଜ ବନ୍ଧୁର ସମସ୍ତ ସାହାଯ୍ୟ ସହଯୋଗ ତଥା ପ୍ରେମ କୁ ମନେପକାଇ ତା ସହ ଦୃଢ଼ ସମ୍ପର୍କ ଯୋଡ଼ିବାକୁ ପ୍ରୋତ୍ସାହନ ଯୋଗାଇଦେବ । ଯଦି କବିତା ଭଲଲାଗେ ତେବେ please Like, Comment and Share କରନ୍ତୁ ଏମିତି ମୋର ନୂଆ ନୂଆ Motivational ଭିଡିଓ ଦେଖିବା ପାଇଁ ମୋର Youtube channel " SNK KABITA DIARY " କୁ Subscribe କରନ୍ତୁ । ( ଧନ୍ୟବାଦ୍.......) #odiakabita #odiapoem #motivationalkabita #inspirationalvideo #odiasahitya #lovepoetry #Mokabita #bandhutakabita #SNKkabitadiary