У нас вы можете посмотреть бесплатно ଆଉ ପିନ୍ଧିବିନି ସୁନା ଚେନ୍ , ମୋ ବେକରୁ ଝାମ୍ପିନେଲେ ! Gold Chain Snatched from woman , Bhubaneswar или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଉ ପିନ୍ଧିବିନି ସୁନା ଚେନ୍ , ମୋ ବେକରୁ ଝାମ୍ପିନେଲେ ! ପୋଲିସ ବାବୁଙ୍କ ମା'ଙ୍କ ବେକରୁ ,ଝାମ୍ପି ନେଲେ ସୁନା ଚେନ୍ ! ରାଜଧାନୀ ରେ ମାତିଲେ ଲୁଟେରା। ମର୍ଣିଂୱାର୍କ ରୁ ଫେରିଲା ସମୟରେ ମହିଳା ଙ୍କ ଠାରୁ ଚେନ୍ ଲୁଟ୍ କରି ଚମ୍ପଟ ମାରିଲେ ଲୁଟେରା। ଏମିତି ଲୁଟ୍ ର ଶିକାର ହେଇଛନ୍ତି ଜଣେ ପୋଲିସ୍ ଅଧିକାରୀଙ୍କ ମା।ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଅଂଚଳରେ। ଉକ୍ତ ମହିଳା ସବୁଦିନ ଭଳି ମର୍ଣିଂୱର୍କକୁ ଯାଇଥିଲେ ଆଜି ସକାଳ 9 ଟା ସମୟରେ ଘରକୁ ଫେରୁଥିବା ବେଳେ ଦୁଇଜଣ ଲୁଟେରା ଏକ ସ୍କୁଟି ରେ ଆସି ମହିଳା ଙ୍କ ଠାରୁ ସୁନା ଚେନ ଲୁଟ କରି ଫେରାର ହୋଇଯାଇଥିଲେ। ଲୁଟ୍ ସମୟ ର ସମସ୍ତ ଦୃଶ୍ୟ ସିସିଟିଭି ରେ କଏଦ ହେଇଛି। Gold Chain Snatched from Police Officer’s Mother in Bhubaneswar #bhubaneswar #goldchain #woman #loot #Miscreants #goldornaments #goldjewellery Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha