У нас вы можете посмотреть бесплатно ସହଜରେ ଛାଡ଼ି ପାରିବେ ନିଶା | Dr Suvendu Narayan Mishra on How to Quit Drugs in Odia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସମାଜରେ ନିଶା ଏକ ପ୍ରକାରର ଜଟିଳ ସମସ୍ୟା। ବର୍ତ୍ତମାନର ଯୁବପିଢ଼ି ନିଶା କବଳରେ ପଡ଼ି ନିଜ ଜୀବନ ବରବାଦ କରିଦେଉଛନ୍ତି। ତେବେ କେମିତି ଛାଡ଼ିବେ ଡ୍ରଗ୍ସ? ଏନେଇ ବିଶିଷ୍ଟ ସ୍ନାୟୁମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ଅଛି, ଡ୍ରଗ୍ସ କ'ଣ ଓ କେତେ ପ୍ରକାରର? (0:00) ଡ୍ରଗ୍ସ ଶରୀରରେ ଉପରେ କ'ଣ ପ୍ରଭାବ ପକାଏ? (1:54) ସହଜରେ ଛାଡ଼ି ପାରିବେ ନିଶା (5:57) ନିଶା ଛାଡିବା ପାଇଁ କ'ଣ ରହିଛି ଔଷଧ? (8:10) ଡ୍ରଗ୍ସଠାରୁ ନିଜକୁ ଦୂରେଇ ରଖନ୍ତୁ (9:31) Nowadays, Drug addiction is a serious problem in society. Substances such as tobacco, alcohol, brown sugar, and heroin have been linked to a number of problems in society. Let us find out how to quit drugs from Dr Suvendu Narayan Mishra, a Neuro Psychiatrist. In this video, What are drugs and their types? (0:00) How do drugs affect the body?(1:54) Quit drugs addiction easily (5:57) Treatment for drugs de-addiction (8:10) Keep yourself away from drugs (9:31) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!