У нас вы можете посмотреть бесплатно 🔴BIG BREAKING : ନବୀନ ଦୟା ପାଇକି ଟିକେଟ ଦେଇଥିଲେ,ମୁଣ୍ଡ ବିକିଦେଲେ ବିଧାୟକ | BJD Pressmeet After Crossvote или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
🔴BIG BREAKING : ବାପା କ୍ରସ ଭୋଟିଂ କରିଥିଲେ ପୁଅ ମଧ୍ୟ ସମାନ ରାସ୍ତାରେ ଗଲେ | ଯାହା ବାପା ସିବିଆଇ ଦ୍ୱାରା ଜେଲ ଯାଇଥିଲେ ତାଙ୍କୁ ଦୟା ପାଇକି ଟିକେଟ ଦେଇଥିଲେ ନବୀନ ବାବୁ | ବିଜୁ ବାବୁଙ୍କ ସବୁ ଯୋଜନା ବନ୍ଦ କରିଥିବା ଲୋକ ଏବେ ବିଜୁ ଲିଗାସୀ କଥା କହୁଛନ୍ତି | ବିଜୁ ଲିଗାସୀ କଥା କହୁଥିବା ନେତାଙ୍କ ବାପା ବିଜୁ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେଇନଥିଲେ | ଏବେ ଲୋକ ଜାଣିପାରୁଥିବେ ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ର କାହିଁକି ସସ୍ପେଣ୍ଡ ହେଇଥିଲେ | #odianews #odiamedia #bjd