У нас вы можете посмотреть бесплатно କୋଉ ତାରରେ କୋଉ କରେଣ୍ଟ ଯିବ ସେଇଟା ଘନିଆ ଜେନା ଜାଣେ !Odia film Line bala teasers Released или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କୋଉ ତାରରେ କୋଉ କରେଣ୍ଟ ଯିବ ସେଇଟା ଘନିଆ ଜେନା ଜାଣେ ! ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍ ! ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ଲାଇନ୍ବାଲା’ ର ପୋଷ୍ଟର ଉନ୍ମୋଚିତ ହେବା ସହିତ ଟିଜର ରିଲିଜ୍ ହୋଇଛି l ଭୁବନେଶ୍ୱର, ମଞ୍ଚେଶ୍ୱରସ୍ଥିତ ୱାର୍ଲଡ ସ୍କିଲ ସେଣ୍ଟରଠାରେ ଏହି କାର୍ଯ୍ୟକ୍ରମ ହୋଇଛି l ୱାର୍ଲଡ ସ୍କିଲ ସେଣ୍ଟରର ସିଇଓ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ, ମୁଖ୍ୟ ବକ୍ତା ଭାବେ ଶ୍ରୀ ଶ୍ରୀ ୟୁନିଭର୍ସିଟିର ପ୍ରଫେସର ଡଃ ଦିନ ଦୟାଲ ସ୍ୱାଇଁ, କାମାଣ୍ଡୋ , ପ୍ରଦୀପ କୁମାର ଦାସ, ପ୍ରଯୋଜକ ସୁଶାନ୍ତ କୁମାର ମହାନ୍ତି, ନିର୍ଦ୍ଦେଶକ ନିରଞ୍ଜନ ବେହେରା, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ lOdia film Line bala teasers Released #odishanews #odiafilm #linebala #teasersReleased Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha