У нас вы можете посмотреть бесплатно ଆଖିକୁ ସ୍ପ୍ରେ ମାରି ନେଇଗଲା ୬ ଲକ୍ଷ ଟଙ୍କାର ଗହଣା ! Thief use pepper spray for jewellery robbery, Bbsr. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଖିକୁ ସ୍ପ୍ରେ ମାରି ନେଇଗଲା ୬ ଲକ୍ଷ ଟଙ୍କାର ଗହଣା ! ଗ୍ରାହକ ବେଶ ରେ ଆସି 6 ଲକ୍ଷ ଟଙ୍କା ର ସୁନା ନେଇ ଚମ୍ପଟ୍ ମାରିଲେ। ଘଟଣା ଟି ଘଟିଛି ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳ ରେ। ଆଜି ଦିନ ପ୍ରାୟ ଏକ ଟା ସମୟରେ ଶୁଭଲକ୍ଷ୍ମୀ ଜୁଏଲାରୀ ନାମକ ଦୋକାନ କୁ ଜଣେ ବ୍ୟକ୍ତି ଗ୍ରାହକ ବେଶ ଆସି ସୁନା ର ଗହଣା ଦେଖିଥିଲେ। ସୁଯୋଗ ପାଇ ଆଣିଥିବା ସ୍ପ୍ରେ କୁ ଜୁଏଲାରୀର କର୍ମଚାରୀ ଉପରକୁ ପ୍ରୟୋଗ କରି ଗହଣା ଗୁଡ଼ିକୁ ନେଇ ଚମ୍ପଟ ମାରିଥିଲା। ଏନେଇ ତମାଣ୍ଡ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଲୁଟ୍ ସମୟ ର ଦୃଶ୍ୟ ସିସିଟିଭି ରେ କଏଦ ହେଇଛି। Thief use pepper spray for jewellery robbery, Bbsr. #bhubaneswarnews #jewelleryshopheist #pepperspray Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha