У нас вы можете посмотреть бесплатно ବାରିପଦାର ଜାତୀୟ ରାଜପଥରେ ଗୁଳି କାଣ୍ଡ |Baripada Mayurbhanja news |Firing |times one odia |odisha news | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବାରିପଦାର ଜାତୀୟ ରାଜପଥରେ ଗୁଳି କାଣ୍ଡ | ବାରିପଦାରେ ଚହଳ ପକାଇଲା ବନ୍ଧୁକଧାରିଙ୍କ କାରନାମା| ଠଅ ଠଅ କରି ଫୁଟିଲା ଗୁଳି, ପାଞ୍ଚ ରାଉଣ୍ଡ ଗୁଳି ପରେ ଗୁରୁତର ଯୁବକ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକରେ ଘଟିଛି ଘଟଣା। ଗୁରୁତର ଯୁବକ ହେଲେ ସ୍ଥାନୀୟ କୁଳିଅଣା ଅଞ୍ଚଳର ଶିବାନନ୍ଦ ବାରିକ। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କିଛି କହିବା ଆଗରୁ ଫୁଟାଇଥିଲା ବନ୍ଧୁକ। ଯୁବକର କାନରେ ବାଜି ଚାଲିଯାଇଥିଲା ଗୋଳି, ତେବେ ଘଟଣା ସ୍ଥଳରେ ପାଞ୍ଚଟି ଖୋକା ପଡ଼ିଥିବା ବେଳେ କୁଳିଅଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଆହତ ଯୁବକ ଜଣକ ମଦ ଦୋକାନରେ କାମ କରନ୍ତି। ଗୁରୁତର ଯୁବକଙ୍କ ବୟାନ ଅନୁସାରେ ବାଇକ ରେ ହିନ୍ଦିରେ କଥା ବାର୍ତ୍ତା କରୁଥିବା ବେଳେ ହାତରେ ଥିବା ଟଙ୍କା ବ୍ୟାଗକୁ ମାଗିଥିଲେ, ଗୁରୁତର ଯୁବକ ନଦେବାରୁ ପ୍ରଥମେ ଗୋଡରେ ଫୁଟାଇଥିଲେ ଗୋଳି, ପରେ ସଙ୍ଗେ ସଙ୍ଗେ କାନ ନିକଟରେ ବନ୍ଧୁଙ୍କ ରଖି ଫୁଟାଇଥିଲେ ଗୋଳି, ଜଙ୍ଘରେ ଗୋଳି ଏବେ ବି ରହିଥିବା ବେଳେ କାନ ନିକଟ ଦେଇ ଚାଲିଯାଇଥିଲେ ଗୋଳି। ହସ୍ପିଟାଲ୍ ରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ପହଞ୍ଚି ଗୁରୁତରଙ୍କ ସହ କଥା ହେଇଥିଲେ। ଏବଂ ଚିକିତ୍ସା ନେଇ ଆଶ୍ଵସନା ଦେଇଥିଲା। ଆଗକୁ ରଥଯାତ୍ରା ଆସୁଥିବା ବେଳେ ସହରରେ ଏଭଳି ଅଭାବନୀୟ ଘଟଣା ନିନ୍ଦନୀୟ ଓ ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛନ୍ତି ପୁର୍ବତନ ମନ୍ତ୍ରୀ। ତେବେ ଏବେ ଗୁରୁତର ଯୁବକ ହସ୍ପିଟାଲରେ ଚିକିତ୍ସିତ। ଠଅ କରି ଫୁଟିଲା ଗୁଳି, ପଞ୍ଚ ରାଉଣ୍ଡ ଗୋଳି ପରେ ଗୁରୁତର ଯୁବକ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକରେ ଘଟିଛି ଘଟଣା। ଗୁରୁତର ଯୁବକ ହେଲେ ସ୍ଥାନୀୟ କୁଳିଅଣା ଅଞ୍ଚଳର ଶିବାନନ୍ଦ ବାରିକ। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କିଛି କହିବା ଆଗରୁ ଫୁଟାଇଥିଲା ବନ୍ଧୁକ। ଯୁବକର କାନରେ ବାଜି ଚାଲିଯାଇଥିଲା ଗୋଳି, ତେବେ ଘଟଣା ସ୍ଥଳରେ ପାଞ୍ଚଟି ଖୋକା ପଡ଼ିଥିବା ବେଳେ କୁଳିଅଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଆହତ ଯୁବକ ଜଣକ ମଦ ଦୋକାନରେ କାମ କରନ୍ତି। ଗୁରୁତର ଯୁବକଙ୍କ ବୟାନ ଅନୁସାରେ ବାଇକ ରେ ହିନ୍ଦିରେ କଥା ବାର୍ତ୍ତା କରୁଥିବା ବେଳେ ହାତରେ ଥିବା ଟଙ୍କା ବ୍ୟାଗକୁ ମାଗିଥିଲେ, ଗୁରୁତର ଯୁବକ ନଦେବାରୁ ପ୍ରଥମେ ଗୋଡରେ ଫୁଟାଇଥିଲେ ଗୋଳି, ପରେ ସଙ୍ଗେ ସଙ୍ଗେ କାନ ନିକଟରେ ବନ୍ଧୁଙ୍କ ରଖି ଫୁଟାଇଥିଲେ ଗୋଳି, ଜଙ୍ଘରେ ଗୋଳି ଏବେ ବି ରହିଥିବା ବେଳେ କାନ ନିକଟ ଦେଇ ଚାଲିଯାଇଥିଲେ ଗୋଳି। ହସ୍ପିଟାଲ୍ ରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ପହଞ୍ଚି ଗୁରୁତରଙ୍କ ସହ କଥା ହେଇଥିଲେ। ଏବଂ ଚିକିତ୍ସା ନେଇ ଆଶ୍ଵସନା ଦେଇଥିଲା। ଆଗକୁ ରଥଯାତ୍ରା ଆସୁଥିବା ବେଳେ ସହରରେ ଏଭଳି ଅଭାବନୀୟ ଘଟଣା ନିନ୍ଦନୀୟ ଓ ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛନ୍ତି ପୁର୍ବତନ ମନ୍ତ୍ରୀ। ତେବେ ଏବେ ଗୁରୁତର ଯୁବକ ହସ୍ପିଟାଲରେ ଚିକିତ୍ସିତ।