У нас вы можете посмотреть бесплатно Bad criminal Papu Baral attacked in Puri Jail,ପୁରୀ ଜେଲରେ ଆକ୍ରମଣ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#easternpressagency #epanews #puri ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ । ଜେଲ ଭିତରେ ପପୁର ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପପୁକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ କାହିଁକି ଏହି ଘଟଣା ଘଟିଲା ତାର ତଦନ୍ତ ଚାଲିଛି ବୋଲି ପୁରୀ ଜେଲ ସୁପରିଣ୍ଟେଣ୍ଡ୍ ସୂଚନା ଦେଇଛନ୍ତି । ଗତ ୨୩ ତାରିଖରେ ଦାଦାବଟି ଆଦାୟ ମାମଲାରେ ସମୁଦ୍ରକୂଳ ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା ।ପୂର୍ବରୁ ପପୁ ବରାଳ ନାମରେ ପୁରୀ ବିଭିନ୍ନ ଥାନା ରେ ୨୦ରୁ ଅଧିକ ମାମଲା ରହିଛି । ଏ ନେଇ ପୁରୀ ପୋଲିସ ପକ୍ଷରୁ ତା ନାଁରେ ଏନବିଡବ୍ଲ୍ୟୁ ଜାରି ହୋଇଥିଲା । ୪୫ ବର୍ଷୀୟ ପପୁର ଅନ୍ୟ ନାମ ହେଉଛି ଧୀରେନ୍ଦ୍ର ନାଥ ବରାଳ। ତେବେ ପପୁ କୁ ଜିବନ ରେ ମାରିଦେବାକୁ ଜେଲ ଭିତରେ ଷଡ଼ଯନ୍ତ୍ର ହୋଇ ଥିବା ତାଙ୍କ ପାରିବାର ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଘଟଣା ର ତଦନ୍ତ କରାଯାଇ ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନେବାକୁ ଆହତ ପପୁ ଙ୍କ ଭଉଣୀ ଦାବି କରିଛନ୍ତି ।