У нас вы можете посмотреть бесплатно ଜଣାପଡ଼ିଗଲା ମୃତ୍ୟୁ ପଛରେ କିଏ ? Human Sagar Passes Away | Singer Humane Sagar News или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଜଣାପଡ଼ିଗଲା ମୃତ୍ୟୁ ପଛରେ କିଏ ? Human Sagar Passes Away | Singer Humane Sagar News ଜୀବନ ସଂଘର୍ଷରେ ହାରିଗଲେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ବର ଏମସ୍ରେ ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୩୬ ବର୍ଷ ବୟସରେ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଛି । ଏମିତି ଜଣେ କଣ୍ଠଶିଳ୍ପୀଙ୍କୁ ହରାଇ ସ୍ତବ୍ଧ କଳାକାର ଜଗତ । କିଡ୍ନୀ ଏବଂ ଲିଭରଜନିତ ସମସ୍ୟା ଯୋଗୁ ଏମସ୍ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର । ୧୯୯୦ରେ ବଲାଙ୍ଗିର ଟିଟିଲାଗଡ଼ରେ ଜନ୍ମ ହ୍ୟୁମାନ ସାଗର ଓଡିଆ ସଂଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ଘରେ ଘରେ ପରିଚିତ ଥିଲେ । Popular Odia singer Humane Sagar, who was admitted to AIIMS Bhubaneswar, passed away on Monday evening. He was 36. He was undergoing treatment at AIIMS Bhubaneswar for more than 72 hours. As per reports, he was being monitored by specialists at AIIMS-Bhubaneswar since his emergency admission three days ago, with doctors using advanced life-support systems to stabilise him. #humansagar #humanesagar #HumaneSagarNews #NewsUpdate #OdiaSingerDeath #HumaneSagarDeathNews #AIIMSBhubaneswar #News18Odia #OdiaNews #odishanews #oriyanews #breakingnews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm