У нас вы можете посмотреть бесплатно ପ୍ରଶଂସା ହେଉ ତୁମର || PRASHANGSA HEU TUMARA || New Odia Christian Odia song или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପ୍ରଶଂସା ହେଉ ତୁମର || PRASHANGSA HEU TUMARA || New Odia Christian Odia song "That at the Name of Jesus every knee shall bow, in heaven and on earth and under the earth, and every tongue confess that Jesus Christ is Lord, to the glory of God the Father". Amit Pradhan Official Music (Amit Pradhan) YouTube Channel present for the first time with Amit Pradhan a Beautiful Christian Devotional Kui song. Based on giving true witness to the Precious Name of Jesus, our Savoir and Lord. Acts 4:12 And there is salvation in no one else; for there is No Other Name Under Heaven That has been given among people by which we must be saved. @Feel the song and Like, Share, Comment and Subscribe for the glory of His Name!💐 ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ସମସ୍ତଙ୍କୁ ନମସ୍କାର। ତାହାଙ୍କର ମହାନ ନାମର ଗୌରବ ଉଧେଶ୍ୟରେ ଏଇ ଗୀତଟି ପ୍ରଥମଥର ପାଇଁ ଅତି ପ୍ରିୟ କଣ୍ଠଶିଳ୍ପୀ Amit Pradhan ଙ୍କ କଣ୍ଠ ଦାନରେ ଆପଣମାନଙ୍କୁ ଭେଟି ଦେଉଅଛୁ। Lyrics... ପ୍ରଶଂସା ହେଉ ତୁମର ପ୍ରଶଂସା ହେଉ ମହିମା ହେଉ ତୁମର ମହିମା ହେଉ...୨ ଗୌରବ ହେଉ ତୁମର ଶଭ୍ରମ ହେଉ ତୁମର ଯୁଗେ ଧନ୍ୟ ହେଉ ତୁମର...୨ ପ୍ରଶଂସା ହେଉ ତୁମର ପ୍ରଶଂସା ହେଉ ମହିମା ହେଉ ତୁମର ମହିମା ହେଉ... 1# ବୀଣା ତାଳେ ଯୀଶୁ ତୁମ କରୁଚୁ ସ୍ତୁତି ବନ୍ଦନା ଆରାଧ୍ୟ ଇଶ୍ଵର ତୁମେ ଏକା ଆମ ପଥ ସତ୍ୟ ଓ ଜୀବନ... ବ୍ୟିଶି ବେହେଲା ବଜାଇ କରୁ ପୂଜା ଆରାଧ ନା ସୃଷ୍ଟି କର୍ତ୍ତା ଏକ ଜଗତର ତୁମେ ମୁକ୍ତି ଦାତା ଆମର... ଗୌରବ ହେଉ ତୁମର ଶଭ୍ରମ ହେଉ ତୁମର ଯୁଗେ ଧନ୍ୟ ହେଉ ତୁମର...୨ ପ୍ରଶଂସା ହେଉ ତୁମର ପ୍ରଶଂସା ହେଉ ମହିମା ହେଉ ତୁମର ମହିମା ହେଉ... 2# ତ୍ରିଭୂବନେ ନାହିଁ କେହି ତୁମ ପରି ଶାନ୍ତି ଦାତା ତୁମେ ଏକା ଆମ ଉଧାର କରତା ପରାକ୍ରାନ୍ତ ଇଶ୍ଵର... ଏକ ମାତ୍ର ସଂଭ୍ରାଟ ଅନନ୍ତ କାଳୀନ ପିତା... ଅଗମ୍ୟ ଅଯୋତୀ ନିର୍ବାସିତ ତୁମେ ସତ୍ୟ ଶୟମ୍ଭୁ ମର... ଗୌରବ ହେଉ ତୁମର ଶଭ୍ରମ ହେଉ ତୁମର ଯୁଗେ ଧନ୍ୟ ହେଉ ତୁମର...୨ ପ୍ରଶଂସା ହେଉ ତୁମର ପ୍ରଶଂସା ହେଉ ମହିମା ହେଉ ତୁମର ମହିମା ହେଉ...୨ **ସମାପ୍ତ** *Singer - Amit Pradhan *Lyrics & Music- Prerita Rupamajhi *Music Arrangement - Ghumra Studio *D.O.P & Edit - Mihir Kumar Pradhan *Thumbnail - Subash Pradhan #ପ୍ରଶଂସା ହେଉ ତୁମର #Prashangsa Heu Tumara #amit #prabhunkarashrichamure #eijibanatumapayin #priyajishumora #newodiachristiansong #amitpradhanchristiansongs #amitbadanayakchristiansong #amitpaniofficial #abmusic #sashanksekharsongs #ananyachristiansong #prasadlimamusic #salemlimachristiansong #latestodiachristiansongs #jyotirmayeenayak #coversong #asimapanda #newodiaviralsong #amit #amitbadanayakchristiansongs #ananya #youtuber ବିଦ୍ର: ଦୟାକରି ଗୀତର ଅଡିଓ କି ଭିଡିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା କପି ରାଇଟ୍ ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ଖ୍ରୀଷ୍ଟ ସନ୍ତାନ ହୋଇଥିବା ହେତୁ ଆମେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ । ଧନ୍ୟବାଦ !! ***************************** !!