У нас вы можете посмотреть бесплатно Exploring singhanath Temple/ ସିଂହନାଥ T- ବ୍ରିଜର ଅଦ୍ଭୁତ ସୌନ୍ଦର୍ଯ୍ୟ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Exploring singhanath Temple/ ସିଂହନାଥ T- ବ୍ରିଜର ଅଦ୍ଭୁତ ସୌନ୍ଦର୍ଯ୍ୟ/ The Hidden Gems in Odisha #singhanathtemple #odishaturism #odishatemple #beautifulplace #odishahistory #hiddengems #villagelife ଅବସ୍ଥିତି- ସିଂହନାଥ ମନ୍ଦିର, ବୈଦେଶ୍ୱର ସିଂହନାଥ ମନ୍ଦିର ଭୁବନେଶ୍ଵର ରୁ ପ୍ରାୟ 70 କି.ମି ଦୂରତା । ଏହି ମନ୍ଦିର ବୈଦେଶ୍ୱର ଗୋପିନାଥପୁର ଗ୍ରାମରେ ଅବସ୍ଥିତ। ଏହିଠାରେ ଆପଣଙ୍କୁ T- ଆକୃତିର ବ୍ରିଜ୍ ଦେଖିବାକୁ ମିଳିବ, T- ଆକୃତି (English Alphabet)ର ବ୍ରିଜ୍ ଓଡ଼ିଶାର ବଡ ନଦୀ ମହାନଦୀ ଉପରେ ନିର୍ମିତ ହୋଇଛି। T-bridge ଏହିଠାରେ ଥିବା ତିନୋଟି ମନ୍ଦିରକୁ ସଂଯୋଗ କରୁଛି, ତିନୋଟି ମନ୍ଦିର ବୈଦନାଥ,ସିଂହନାଥ ଓ ରାମନାଥ। ତନ୍ମଧ୍ୟରୁ ସିଂହନାଥ ମନ୍ଦିର ଗୋଟିଏ , ଏହି ମନ୍ଦିର ମହାନଦୀର ମଝିରେ ଥିବା ଏକ ଦ୍ଵୀପ (ଟାପୁ)ର ପାହାଡ଼ ଉପରେ ରହିଛି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତି ପୂର୍ଣ୍ଣ ପରିବେଶ ମନମୁଗ୍ଧ କରିଦେବ, ପୁରାଣ କଥା ଅନୁସାରେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଙ୍କ ବନବାସ ସମୟରେ ଏହିଠାରେ ବୈଦନାଥ ଙ୍କୁ ମାତା ବୈଦେହୀ(ମାତା ସୀତା), ସିଂହନାଥ ଙ୍କୁ ଲକ୍ଷ୍ମଣ, ଏବଂ ରାମନାଥ ଙ୍କୁ ପ୍ରଭୁ ରାମଚନ୍ଦ୍ର ସ୍ଥାପନ କରିଥିଲେ। ଯେଉଁ ମାନେ ଏହି ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାକୁ ଚାହୁଁଛନ୍ତି, ଆଜି ହିଁ ଯାଆନ୍ତୁ । ଭିଡିଓ ଟି ଭଲ ଲାଗିଥିଲେ ଲାଇକ ସେୟାର ଆଉ ସବସ୍କ୍ରାଇବ କରନ୍ତୁ. କମେଣ୍ଟ ମାଧ୍ୟମରେ ଆପଙ୍କ ମତାମତ ଜଣାନ୍ତୁ। If you like my video then please like, comment, share and subscribe my youtube channel and don't forget to hit the 🔔 icon.....