У нас вы можете посмотреть бесплатно ଗାଁ ରେ ଚାଲିଥିଲା ହୋଲି ପାଳନ, ବିଦ୍ୟୁତ ସର୍ଟ ସର୍କିଟ ରୁ ଘରେ ଲାଗିଗଲା ନିଆଁ l House gutted in fire in Jajpur или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଗାଁ ରେ ଚାଲିଥିଲା ହୋଲି ପାଳନ, ବିଦ୍ୟୁତ ସର୍ଟ ସର୍କିଟ ରୁ ଘରେ ଲାଗିଗଲା ନିଆଁ l ଆଜି ସାରା ଓଡ଼ିଶାରେ ଖୁସିର ପର୍ବ ହୋଲି ପର୍ବ ସମସ୍ତେ ଧୁମ ଧାମରେ ପାଳନ କରୁଥିବାବେଳେ ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତ ହେମନ୍ତପୁର ଗ୍ରାମର ପୂର୍ଣଚନ୍ଦ୍ର ଜେନାଙ୍କ ଘରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଘରଟି ସମ୍ପୂର୍ଣ ଜଳିଯିବା ସହିତ ନଗଦ ଅର୍ଥରାଶି,ସମସ୍ତ ଦସ୍ତାବୀଜ,ଧାନ ଚାଉଳ,ଘରର ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି ବୋଲି ପରିବାର ଲୋକ ସମେତ ପ୍ରତେକ୍ଷଦର୍ଶୀ ବୟାନ ଦେଇଥିଲେ।ଅଗ୍ନିଶ୍ରମ ବିଭାଗକୁ ସମାଜସେବୀ ଅଜୟ ରାଉତ ଜଣାଇବା ପରେ ଦଶରଥପୁର ଅଗ୍ନିଶ୍ରମ ବାହିନୀ ଆସି ନିଆଁକୁ ନିୟନ୍ତ୍ରଣ କରିବା ପୂର୍ବରୁ ସମ୍ପୂର୍ଣ ଘରଟି ପୋଡି ପାଉଁଶ ହୋଇଯାଇଛି। House gutted in fire in Jajpur #jajpur #house #fire Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha