У нас вы можете посмотреть бесплатно କ'ଣ ହେଲା କୋର୍ଟ ଭିତରେ? ଆସିଲେନି ମଦନ ଫେରିଗଲେ ବିକ୍ରମ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Pitabaspanda #Bikrampanda #Brahmapur #Pitabaspanda #Bikrampanda #Brahmapur #samajalive #BerhampurCase . #BreakingNews #BJD #BikramPanda #PitabashPanda #BallisticsReport #samajalive #BikramPandaDetained #BJDLeaderIntrogeted "ମୁଁ ଯେମିତି କଷ୍ଟ ପାଉଛି, ସେମାନେ ସେମିତି କଷ୍ଟ ପାଆନ୍ତୁ" - ଧର୍ମପତ୍ନୀ Wife Of Pitabas Panda ବିକ୍ରମ ପଣ୍ଡାଙ୍କୁ ମିଳିବ ଜାମିନ ? Chargesheet Filed in Advocate Pitabas Panda Case ଏଇଠୁ ପୀତବାସ ଭୂପତି ହୋଟେଲକୁ ବିରିୟାନୀ କିଣିବା ପାଇଁ ଯାଇଥିଲେ Chamber Of Pitabas Panda "ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ପୀତବାସଙ୍କ ହତ୍ୟାକାଣ୍ଡରେ ରହିଛି" Pitabas Panda Brahmapur ପୀତବାସଙ୍କ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଘଟଣା,ଆରମ୍ଭରୁ ଶେଷ ପର୍ଯ୍ୟନ୍ତ PitabasPanda Brahmapur ୨ ଜଣ ବିହାରୀ ସାର୍ପସୁଟରଙ୍କ ସହ ଜଣେ ମଦ ବ୍ୟବସାୟୀଙ୍କୁ ଉଠାଇ ଆଣିଛି Pitabas Panda ଗିରଫ ହେବା ପୂର୍ବରୁ ପୀତବାସଙ୍କ ସହ ସମ୍ପର୍କକୁ ନେଇ ଏମିତି କହୁଥିଲେ.. Bikram Panda Arrested କାହିଁକି ବିକ୍ରମଙ୍କ ପାଇଁ ଏତେ ଓକିଲ ଶୁଣନ୍ତୁ ... Why 53 Lawyers Representing Vikram Panda ! ବ୍ରହ୍ମପୁରରେ ଆବେଦନ କରିଥିବା ୫୪ ଓକିଲଙ୍କୁ ଭରସା କରୁନି ପୁଲିସ Pitabas Panda Case ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ଜଣ ବରିଷ୍ଠ ସରକାରୀ ଓକିଲ । ଏନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି । ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍ ପରିଚାଳନା ପାଇଁ ହାଇକୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାତା ରହିଥିବା ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅବିନାଶ ପାଢୀଙ୍କୁ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର ଏସପି, ଓଡ଼ିଶା କ୍ରାଇମବ୍ରାଞ୍ଚ ଡିଜିଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି । ଏହା ଏକ ସମ୍ବେଦନ ଶୀଳ ମାମଲା ହୋଇଥିବାରୁ ଏମାନଙ୍କୁ ନିଯୁକ୍ତି ପାଇଁ ଗୃହ ବିଭାଗକୁ ସୁପାରିଶ ପାଇଁ ଜଣାଇଛନ୍ତି । ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ମୋଟ ୧୪ଜଣ ଗିରଫ ହୋଇଛନ୍ତି । ବିକ୍ରମ ପଣ୍ଡାଙ୍କ ପାଇଁ ୫୪ଜଣ ଓକିଲ ଲଢିବେ ବୋଲି କୁହାଯାଇଥିଲା । ଏହାକୁ ନେଇ ବ୍ରହ୍ମପୁର ଏସପି ଏବେ ବରିଷ୍ଠ ଆଇନଜୀବୀଙ୍କୁ ନିୟୋଜିତ କରିବାକୁ ନିବେଦନ କରିଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ ଦେଖିବାକୁ ମିଳିଛି। ପୀତବାସଙ୍କ ସପକ୍ଷରେ ମାମଲା ଲଢିବାକୁ ୨୦୯ ଜଣ ଆଇନଜୀବୀ ପ୍ରସ୍ତୁତ ହୋଇଛନ୍ତି। ଶୁକ୍ରବାର ଗଞ୍ଜାମ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଶିଶିର ପାଣିଗ୍ରାହୀଙ୍କ ନେତୃତ୍ବରେ ୨୦୯ ଜଣ ଆଇନଜୀବୀ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ପହଞ୍ଚି ଓକିଲାତିନାମାରେ ଦସ୍ତଖତ କରିଥିଲେ। ପୂର୍ବରୁ ଏହି ମାମଲାର ଅଭିଯୁକ୍ତ ଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ 209 Lawyers Unite Against BJD Leader Bikram Panda 44 vs 209 Brahmapur Lawyers Clash in Pitabas Panda case 209 Lawyers Unite Against BJD Leader Bikram Panda 44 vs 209 Brahmapur Lawyers Clash in Pitabas Panda case #Pitabaspanda #Bikrampanda #Brahmapur #Pitabaspanda #Bikrampanda #Brahmapur #samajalive #BerhampurCase . #BreakingNews #BJD #BikramPanda #PitabashPanda #BallisticsReport #samajalive #BikramPandaDetained #BJDLeaderIntrogeted କାନ୍ଦିକାନ୍ଦି ପୁଲିସ୍ ପ୍ରଶାସନକୁ କଣ କହିଲେ ପୀତବାସଙ୍କ ପୁଅ, ଦେଖନ୍ତୁ BJP leader Pitabasa Panda ଜଣାପଡିଲା ପୀତବାସଙ୍କ ହତ୍ୟା ପଛର ୨ ପ୍ରମୁଖ କାରଣ ! BJP leader Pitabasa Panda #Pitabaspanda #Son #Bjpleader #Advocate #samajalive #Berhampur bikram panda berhampur arrests. Former MLA Bikram Kumar Panda interrogated by police in BJP leader Pitabas Panda case. Pitabasa Panda Case. Bikram Panda. Berhampur New Twist in Pitabas Panda Case Former MLA Bikram Panda Taken for Police Questioning Senior BJD Leader Bikram Panda Arrested By Police ବିକ୍ରମ ପଣ୍ଡା ମାଷ୍ଟରମାଇଣ୍ଡ ! BJD Leader Bikram Panda Arrested BJD ନେତା ଗିରଫ Bikram Panda Arrested in PItabas Panda Case BJD Leader Bikram Panda Arrested in PItabas Panda Case Main Sharpshooter Chintu Arrested in Odisha Lawyer Pitabas Panda Case BJD Leader Bikram Panda Arrested in Pitabas Panda Case BJD Leader Bikram Panda Arrested On Pitabas Panda Case ବିକ୍ରମ ପଣ୍ଡା ମାଷ୍ଟରମାଇଣ୍ଡ ! BJD Leader Bikram Panda Arrested ପୀତବାସଙ୍କ ପାଇଁ ଲଢିବେ ୨୦୯ ଆଇନଜୀବୀ 209 Lawyers with Pitabas Panda Main Sharpshooter Chintu Arrested in Odisha Lawyer Pitabas Panda Case www.samajalive.in (News Portal) www.samajalive.in (News Portal) The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism. Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal. Visit Our Website https://www.samajalive.in/ Android App: https://play.google.com/store/apps/de... YouTube: / @samajalive Facebook: / samajalive Twitter: / samajalive Instagram: / thesamaja