У нас вы можете посмотреть бесплатно # satsang ||ଆମ ବଡମା'||Ama Badama||Singer-Dyuti, Bandita & Priyanka || Lyrics and Music-Bandita Sahoo или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆମ ବଡ଼ମା ପରମଆରାଧ୍ୟା ଆମ ବଡ଼ମା କରୁଣାର ବାରିଧାରା ଆମ ବଡ଼ମା କୃପାମୟୀ ସ୍ନେହଁମୟୀ ଆମ ବଡ଼ମା | ଆମ ବଡ଼ମା.....|0| ଜଗତର ମାତା ସିଏ ଜଗତ ଜନନୀ ଦୁଃଖ ଦୂର କରନ୍ତି ସେ ଦୁଃଖ ବିନାଶିନୀ କଲେ ତାଙ୍କୁ ସୁମରଣା ମନର ଯେତେ ବେଦନା ହରସିତ ହୁଏ ପ୍ରାଣ ନେଲେ ମାଆ ନାଆ | ଆମ ବଡ଼ମା.....|1| ସେନେହ ଶୀତଳ ତୁମ ପଣତର ଛାଇ ଦୟା କରୁଥିବ ସଦା ମାଗୋ ଦୟାମୟୀ ତୁମ ପାଶେ ଏଇ ଅଳି ଦେବ ନାହିଁ ମାଗୋ ଟାଳି ତୁମ ନାମ ସ୍ମରୁଥିଲେ ହୋଇବ ସାହା....|2| ଚାଲୁଥିବୁ ତୁମ ପଥେ ତୁମରି ସନ୍ତାନ ତୁମକୁ ପାଇ ସନ୍ତୋଷ ସଦା ଆମ ମନ ନୀତି ଆଉ ଆଦର୍ଶର ସ୍ନେହଁ ପ୍ରୀତି ମମତାର ବନ୍ଧନରେ ବାନ୍ଧିଅଛ ତୁମ ଡୋରେ ମା |3| ଆମ ବଡ଼ମା.....