У нас вы можете посмотреть бесплатно ଆନ୍ଦୋଳନରୁ ଓହରିଲେ ଚାଷୀ ମହାସଂଘ...Pradeep Majhi joined Farmers Protest at Nabarangapur или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆନ୍ଦୋଳନରୁ ଓହରିଲେ ଚାଷୀ ମହାସଂଘ...Pradeep Majhi joined Farmers Protest at Nabarangapur *** ତିନି ଦିନ ପରେ ଆନ୍ଦୋଳନରୁ ଓହରିଲେ ଚାଷୀ ମହାସଂଘ । ସ୍ବଭାବିକ ହେଲା ଯାନ ବାହନ ଚଳାଚଳ । ରାତ୍ର ପ୍ରାୟ ୧୧ ଟା ବେଳେ ଆନ୍ଦୋଳନରତ ଚାଷୀଙ୍କ ନିକଟକୁ ଯାଇ ସୂଚନା ଦେଲେ ପୂର୍ବତନ ନବରଙ୍ଗପୁର ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ । କହିଲେ ଧାନ ମଣ୍ଡିରେ ଧାନ କିଣା ସ୍ବଭାବିକ ହୋଇଛି ଏବଂ ମକା କ୍ବୁଣ୍ଟାଲ ପିଛା ଦୁଇ ହଜାର ଟଙ୍କାରେ କିଣିବ ପ୍ରଶାସନ । ସେପଟେ ଗତ ଦୁଇ ଦିନ ଧରି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଚାଷୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ଫଳ ମିଳି ନଥିବାବେଳେ କିନ୍ତୁ ଆଜି ଅଚାନକ ଏଭଳି ଆନ୍ଦୋଳନରୁ ଓହରିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଚାଷୀ ।