У нас вы можете посмотреть бесплатно କିପରି କଲରା ମଞ୍ଜିକୁ 7ଦିନରେ ଗଜା କରିବା। How to germinate Bitter gourd within 7days или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Arabinda Sahoo Krushi Sampada କଲରା ମଞ୍ଜି କୁ କିପରି 7ଦିନରେ ଗଜା କରିବା How to germinate Bitter gourd within 7days କଲରା ମଞ୍ଜି ଚୋପା ମୋଟା ହୋଇଥିବାରୁ ଗଜା ହେବା ପାଇଁ 3-4ସପ୍ତାହ ଲାଗିଥାଏ ତେଣୁ ପ୍ରଥମେ କଲରା ମଞ୍ଜି କୁ 2ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ ତାପରେ କଇଁଚି ବା nail cutter ସାହାଯ୍ୟ ରେ ଯତ୍ନ ର ସହ ଗଜା ବାହାରୁ ଥିବା ଅଗ କୁ କାଟି ଦିଅନ୍ତୁ ତାପରେ ଆଉ 6ଘଣ୍ଟା ପାଣିରେ ବତୁରେଇ ଦିଅନ୍ତୁ ତାପରେ କୁଣ୍ଡ ବା ମାଟିରେ ଲଗାଇ ପାଣି ଦିଅନ୍ତୁ ଶୀତ ଦିନ ହୋଇଥିଲେ ମଞ୍ଜି ଲଗାଇ ନଡା ଘୋଡାଇ ଦିଅନ୍ତୁ।7ଦିନରେ ଗଜା ହୋଇଯିବ ଫଳରେ 2-3ସପ୍ତାହ କମ ଦିନରେ ଫସଲ ଅମଳ ହୋଇଥାଏ ଓ ଚାଷୀ ଭାଇ ଲାଭ ପାଇ ଥାଆନ୍ତି Thank you KRUSHI SAMPADA WATCH NEXT: ଗୋ ପାଳନ • ଗୋ ପାଳନ Diary farming ମୃତ୍ତିକା ପରୀକ୍ଷା ଧାନ ସାଆରା ରୋଗ ମହୁ ମାଛି ଦଳ କେମିତି ଧରିବା #germinatebittergourdseed #krushisampada #bittergourd #seed #odia