У нас вы можете посмотреть бесплатно Poshan Tracker THR unable to match face କିପରି ଠିକ କରିବା ? ମାସ ଶେଷ 2 tricks 100% THR କିପରି କରିବା? или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#PoshanTracker #AnganwadiOdisha #THRDistribution #FRSProblem #PoshanTrackerUpdate #OdishaAnganwadi #poshantrackerodia your queries:(ଭିଡିଓରେ କ'ଣ ଶିଖିବେ) କୋଟି କୋଟି ଅଙ୍ଗନୱାଡି କର୍ମୀଙ୍କ ପାଇଁ Poshan Tracker ଆପରେ FRS (Facial Recognition System) ମାଧ୍ୟମରେ THR ବିତରଣ କରିବା ସମୟରେ ଅନେକ ସମସ୍ୟା ଦେଖାଦେଉଛି। ଏହାର ସମାଧାନ କିପରି କରିବେ ଏହି ଭିଡିଓରେ ଆମେ ଆଲୋଚନା କରିବା । ଅନେକ ଅଙ୍ଗନୱାଡି କର୍ମୀ THR (Take Home Ration) ବିତରଣ ସମୟରେ FRS (Facial Recognition System) ବା ମୁହଁ ଚିହ୍ନଟ ପ୍ରକ୍ରିୟାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେମିତିକି ଫଟୋ ଅପଲୋଡ୍ ନହେବା କିମ୍ବା ଆପ୍ ବାରମ୍ବାର ବନ୍ଦ ହୋଇଯିବା। ଏହି ଭିଡିଓରେ କିପରି ଆପଣ ଏହି ସମସ୍ୟାର ସମାଧାନ କରି ସହଜରେ THR Entry କରିପାରିବେ ତାହା ଜାଣି ପାରିବେ। ଯଦି ଆପଣଙ୍କର ବି ଏହି ସମସ୍ୟା ହେଉଛି, ତେବେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।" don't forget to like, coment, share and subscribe😊🥰 important videos:-👇 Let's learn more about Poshan Tracker App|ପୋଷଣ ଆପ ବିଷୟ ରେ କିଛି ଜାଣିବା ଆସନ୍ତୁ|Uses of POSHAN tracker👇 • Poshan Tracker!Let's learn more about Posh... How to use Sakhyam anganwadi App (ସକ୍ଷମ ଅଙ୍ଗନବାଡି ଆପ୍ କିଭଳି ବ୍ୟବହାର କରିବେ)👇 • How to use Sakhyam anganwadi App (ସକ୍ଷମ ଅଙ... ପୋଷଣ tracker App new version and update👇 • ପୋଷଣ tracker App new version and update Poshan abhiyan activities 👇 • Poshan Abhiyan | Rayagada news, and anganw... Swacha Bharat abhiyan (Swachata hi seva)👇 • Swacha Bharat abhiyan Disclaimer- Vedeo is for educational purpose only. Copyright disclaimer under section 107 of the copyright Act 1976, allowance is made for "fair use" for purposes such as criticism, comments, News reporting, teaching, scholarship and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair use. All credit for copyright material used in vedeo goes to respected (Thanks for watching) #OdishaPoshantracker #anganwadi_latest_news #anganwadihelpline #PoshanTracker #AWW_Odisha #THROffline #FaceCapture #PoshanAbhiyaan #OdiaTutorial #Anganwadi #GovernmentScheme