У нас вы можете посмотреть бесплатно ଦୋଳରେ ଚନ୍ଦ୍ର ଗ୍ରହଣ, ଶୁଭ ନା ଅଶୁଭ ? Lunar Eclipse 2026 | Chandra Grahan In Dola Purnima | Odia News или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଦୋଳରେ ଚନ୍ଦ୍ର ଗ୍ରହଣ, ଶୁଭ ନା ଅଶୁଭ ? Lunar Eclipse 2026 | Chandra Grahan In Dola Purnima | Odia News ମାର୍ଚ୍ଚ ୩ ତାରିଖରେ ଦୋଳ ପୂର୍ଣ୍ଣିମା ସହ ଚନ୍ଦ୍ର ଗ୍ରହଣ । ଅପରାହ୍ନ ୩ଟା ୨୦ ମିନିଟ ୧୭ ସେକେଣ୍ଡରେ ଆରମ୍ଭ ହେବ ଗ୍ରହଣ । ସର୍ବମୋକ୍ଷ ସମୟ ୬ଟା ୪୭ ମିନିଟ ୧୩ ସେକେଣ୍ଡ । ଚନ୍ଦ୍ରଗ୍ରହଣ ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ହେବ ପାକ ତ୍ୟାଗ । ଅର୍ଣ୍ଣ ଭୋଜନ ଓ ଦେବ ନୀତି ନିଷେଧ ରହିଛି । କେତୁ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ହେଉଥିବାରୁ ଏହା ପାଳନ କରାଯିବ । ଶ୍ରୀମନ୍ଦିରରେ ଦୋଳପୂଣ୍ଣିମା ନୀତି ଓ ମହାପ୍ରଭୁଙ୍କର ରାଜ ରାଜେଶ୍ବର ବେଶ ରହୁଥିବାରୁ ଅବକାଶ ପରେ ଖଇକୋରା ଭୋଗ ହୋଇ ତଡପ ଲାଗି ବେଶ ଅନୁଷ୍ଠିତ ହେବ । ଆଉ ଗ୍ରହଣ ଲାଗିବା ପରେ ଗ୍ରହଣ ନୀତି ହେବ । ଶ୍ରୀମନ୍ଦିର ଇତିହାସରେ ଏହା ଏକ ବିରଳ ସଂଯୋଗ । ଯାହା କି ସନ୍ଧ୍ୟାରେ ହେବ ମହାପ୍ରଭୁଙ୍କ ସୁନାବେଶ । ସନ୍ଧ୍ୟାରେ ଦୋଳ ବେଦୀକୁ ବିଜେ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତୀମା ।.. On March 3rd, a rare celestial event will occur as Dol Purnima coincides with a lunar eclipse. The eclipse begins at 3:20 PM and reaches maximum at 6:47 PM. As per tradition, food restrictions and special rituals will be observed before sunrise. At Jagannath Temple, Dol Purnima rituals will be performed, including Mahaprabhu’s Raj Rajeshwar Besha and Khai Kora Bhog. After the eclipse begins, Grahan Niti will be observed. In the evening, devotees will witness Mahaprabhu’s golden attire (Sunabesha) and the Dol Bedi rituals. This marks a rare and historic moment in Jagannath Temple traditions." #DolPurnima #LunarEclipse2026 #JagannathTemple #PuriNews #Sunabesha #OdishaUpdates #RareEvent #TempleTradition #BreakingNews #chandragrahan2024 #jagannathtemple #jayjagannath #SpiritualOdisha #News18Odia #OdiaNews #odishanews #oriyanews #breakingnews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ