У нас вы можете посмотреть бесплатно ANUTAPA || ଅନୁତାପ || SHIVAA || FULL VIDEO || NEW ODIA CHRISTIAN DEVOTIONAL SONG || PRASAD LIMA MUSIC или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
FOR BETTER SOUND CLARITY " USE HEADPHONES " FULL VIDEO ...... ଅନୁତାପ............ ANUTAPA ............ ସମ୍ପୂର୍ଣ୍ଣ ଗୀତର ଲେଖା :- ପା ଧା ନି ସାନିଧାପା ନି ସା ମା ଗାମାଗାରେ ସାସାସା ନିନିନି ଧାଧାଧା ପାମାଗାମା (୨ ଥର) ଅନୁତାପ ଭରା ଅନ୍ତର ନେଇ ନବ ଜୀବନର ଭରସା ନେଇ ଆସିଛି ମୁଁ ତବ ପୟରେ (୨ ଥର) ମୋ ଜୀବନ ଦୁଃଖରେ ହୋଇଛି ପୂର୍ଣ୍ଣ ସାନ୍ତ୍ବନା ଦିଅ ହେ ଭରି (୨ ଥର) ଅନୁତାପ ଭରା...... ପ୍ରତିଟି ପାଦରେ ମୋର ଆସେ ବିପଦର ଝଡ଼ ସହିବାକୁ ଆଉ ନାହିଁ ଶକତି ମୋର ( 2 times) ସ୍ୱାର୍ଥପର ଦୁନିଆରେ ଆପଣାର କଲେ ପର ଚଉଦିଗ ମୋର ଲାଗେ ସବୁ ଅନ୍ଧାର ନିରୂପାୟ ସାଜି ମୁହିଁ ନେଲି ତବ ଶରଣ (୨ ଥର) ନେଲି ଶରଣ... ଅନୁତାପ ଭରା... ଅତୀତକୁ ମୋର ଭୁଲି ଯୀଶୁଙ୍କ ପଥରେ ଚାଲି ନୂଆ ଅନୁଭୂତି ଜୀବନରେ ପାଇଲି (2 times) ପୁରୁଣା ସ୍ୱଭାବ ତ୍ୟାଗି ପବିତ୍ର ଜୀବନ କାଟି ମନ ଆତ୍ମା ପ୍ରାଣ ମୋର ସମର୍ପି ଦେଲି ଜାଣିଲି ଯୀଶୁ ହେ ତୁମେ ସତ୍ଯ ଇଶ୍ୱର ବୋଲି ଇଶ୍ୱର ବୋଲି.... ଅନୁତାପ ଭରା..... AUDIO CREDITS :- Music Banner : PRASAD LIMA MUSIC Singer : SIVAA MAJHI (Introducing) Music : PRASAD LIMA Lyrics : TAITAS PAL Music Scoring by : SMILE PANI Project manager - Sisir Lima Vocal Recording at : Studio SOMESH (BHUBANESWAR) Recording / Mastering - SOMESH SATAPATHY Special thanks : DANIEL NAIK VIDEO CREDITS :- Inframe : SIVAA D.O.P / Camera : ANIL LIMA Editing : GOURAV KUMAR Thumbnail designed by : NAKUL BARIK ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପବିତ୍ର ନାମ ନେଇ ନମସ୍କାର ଜ୍ଞାପନ କରୁ......🙏🏻 ପ୍ରଭୁଙ୍କ ଗୌରବ ମହିମା ନିମନ୍ତେ ପ୍ରାସାଦ ଲିମା ମିଉସିକ୍ ତରଫରୁ ନୁତନ ଖ୍ରୀଷ୍ଟୀୟ କଣ୍ଠଶିଳ୍ପୀ ମାନଙ୍କୁ ପ୍ରଭୁଙ୍କ ଗୌରବ ନିମନ୍ତେ କଣ୍ଠ ଦାନ କରିବା ପାଇଁ ସୁଯୋଗ ଦିଆ ଯିବା ସହିତ ଏକ ଭକ୍ିଭାବପୂର୍ଣ୍ଣ ଅନୁତାପ ଗୀତ ଭେଟି ଆଣୁ...... ଯେଉଁ ଗୀତ କି ଏକ ନୂତନ କଣ୍ଠ ଶିଳ୍ପୀ ବହୁତ ସୁନ୍ଦର ଭାବରେ କଣ୍ଠ ଦାନ କରିଛନ୍ତି ଯାହାଙ୍କ ନାମ SHIVAA MAJHI ଅଟେ ଏବଂ ଦୟାକରି ଆପଣ ମାନେ ଖ୍ରୀଷ୍ଟୀୟ ଯୁବା ଯୁବତି ମାନଙ୍କୁ ପ୍ରଭୁଙ୍କ ଗୀତ ଗାଇବାରେ ପ୍ରୋତ୍ସାହନ ଦିଅନ୍ତୁ ଯୋ ଦ୍ଵାରା କି ପ୍ରଭୁଙ୍କର ଗୌରବ ମହିମା ହେବା ସହିତ ଆମ ଖ୍ରୀଷ୍ଟୀୟ ସମାଜ ଆଗକୁ ବଢ଼ି ପାରିବ .... ଆଶା ଏବଂ ପ୍ରାର୍ଥନା କରୁ ପ୍ରଭୁ ତାଙ୍କ ଗୌରବ ନିମନ୍ତେ ଗୀତ ଦ୍ଵାରା ଗୌରବାନିତ ହେବା ସହିତ ଆମ ସମସ୍ତଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ...... ଆମେନ୍ !! ANTI - PIRACY WARNING !! This Content is COPYRIGHT to PRASAD LIMA MUSIC , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited of this Material . Legal actions will be taken against those who Violate this COPYRIGHT Material Presented. #ଅନୁତାପ #ANUTAPA #SIVAA #PrasdLimaMusic #RiturajDeeptirekhaSong #NewMantuchuriaChristianSong #MantuchuriaSambalpurisongs #NewHumanSagarSongs #NewHumanSagarChristianSong #NewChristmasSongs #NewYearSongs2021 #BestHindiChristianSongs #KumarBapiSongs #LatestOdiaChristianSongs #LatestHindiChristianSongs #HindiSongs #Gospelsongs #IndianDevotionalSongs #JesusSongs #ChristianSongs #WorshipSongs #HolySpiritSongs #AmitPaniNewSongs #NewOdiachristianDevotionalSongs #NewOdiachristianDevotionalalbum #NewOdiachristianvideoalbum