У нас вы можете посмотреть бесплатно Feriaso Bandhu /ଫେରିଆସୋ ବନ୍ଧୁ christian song by MANTU CHURIYA & SAMUEL NAYAK или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Feriaso Bandhu New christian Song By Mantu churiya and Samuel nayak ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର ପ୍ରଭୁଙ୍କ ଅନୁଗ୍ରହ ସକାଶେ ଗୀତ ମାଧ୍ୟମରେ ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବା ନିମିତ୍ତ ଏବଂ ପ୍ରଭୁଙ୍କର ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ SKB Music ଦ୍ୱାରା ଏକ ଭିନ୍ନ ଧରଣର ଓ ଏକ ଭିନ୍ନ ସ୍ୱାଦର ନୂଆ ମନଛୁଆଁ ଗୀତର Full Hd Video ନେଇକି ଆସୁଛୁ। ପ୍ରଭୁଙ୍କର ଗୌରବ ପାଇଁ ଗୀତ ଶୁଣନ୍ତୁ ଏବଂ ପ୍ରଭୁଙ୍କର ସାନିଧ୍ୟକୁ ଉପଲବ୍ଧି କରନ୍ତୁ। ଆଶା କରୁଛୁ ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ଗୌରବ ହେବା ସହିତ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ନିଶ୍ଚୟ ସହାୟକ ହେବ। ଗୀତଟି ଆପଣ ମାନଙ୍କ ଦ୍ଵାରା ଆଦୃତ ଲାଭ କଲେ ଆମର ପରିଶ୍ରମ ସାର୍ଥକ ହେବ। Praise The Lord. ଗାୟକ-Mantu churiya And Samuel nayak ଗୀତ ରଚନା ଏବଂ ସୌର ସଂଯୋଜନା- ଭରତ୍ ନାୟକ (କୁରେନ୍) ଗୀତ ନିର୍ଦ୍ଦେଶକ- ଜେ କୁମାର ନାୟକ YouTube channel -SKB MUSIC PRESENTS SONG CREDITS : Song : FERIASO BANDHU Singer : Mantu Churiya and Samuel Nayak Lyrics : Bharat Nayak (Kuren) Music Composition : Bharat Nayak (Kuren) Music Arrange : Bapi Samal Producer : J. Kumar Nayak Record : Prativa studio (cuttack) Recording by : Sundaram Mastering By : Sundaram Production : SKB Music WhatsApp : Contact : 9567340587, // song lyrics// ଫେରିଆସ ବନ୍ଧୁ ମୋର ଯୀଶୁଙ୍କ ଚରଣ କରିବେ ସେହି ପ୍ରଭୁ ମଙ୍ଗଳ ପ୍ରଦାନ-୨ ଈଶ୍ବର ନନ୍ଦନ ମୋର ପରାଣ ଗଳାର ରତନ ମୋ ଜୀବ ଜୀବନ ସେ ଯେ ଆମ ପରିତ୍ରାଣ ଫେରିଆସ ବନ୍ଧୁ ମୋର ..... ୧.ସମୟ ଅଛି ବୋଲି ବିଳମ୍ବ କରୁଛ ଜାଣିଥାଅ ଏହା ତମେ ବିନାଶ ହେଉଛ ଜଗତର ଧନେ ଆଜି ଲାଗିଛି ତ ମନ ଜାଣ ଯେ ଜଗତରେ ଯୀଶୁ ହି ତ ଧନ (୨ ଥର) ହା...ହା....ହା.... ହାଲ୍ଲେଲୂୟା ସେହିଁ ଆରମ୍ଭ , ସେହିଁ ଶେଷ ସେହିଁ ପଥ ସତ୍ୟ ଜୀବନ ସେ ଯେ ଆମ ଯୀଶୁ ଧନ ଫେରିଆସ ବନ୍ଧୁ ମୋର.... ୨.କେତେ କାଳ ଥିବ ଆଉ ଛନ୍ଦ ଏ ଜୀବନେ ଜଗତର ଅଭିଳାଷ ରହିଛି ଏ ମନେ ସୁଯୋଗର ବ୍ୟବହାରରେ ନାହିଁ ମୋର ଧ୍ୟାନ ପ୍ରଭୁ ହେ ତେମଠାରେ ଥାଉ ମୋର ଧ୍ୟାନ (୨ ଥର) ହା....ହା....ହା.....ହାଲ୍ଲେଲୂୟା ଜଗତେ ଯୀଶୁ ନାହିଁ ତୁମ ସମାନ ପାପ ମୋର କଲ ମଚନ ଗାଇବି ତୁମ ଗୁଣ ଗାନ ଫେରିଆସ ବନ୍ଧୁ ମୋର ଯୀଶୁଙ୍କ ଚରଣ କରିବେ ସେହି ପ୍ରଭୁ ମଙ୍ଗଳ ପ୍ରଦାନ -୨ ଈଶ୍ବର ନନ୍ଦନ ମୋର ପରାଣ ଗଳାର ରତନ ମୋ ଜୀବ ଜୀବନ ସେ ଯେ ଆମ ପରିତ୍ରାଣ ଫେରିଆସ ବନ୍ଧୁ ମୋର //Previous videos link// 1. Tume ma parichaya studio version • TUME MO PARICHAYA || ତୁମେ ମୋ ପରିଚୟ || NEW ... 2. Jeu naame ananta jibana promo video • ଯେଉଁ ନାମେ ଅନନ୍ତଜୀବନ || NEW CHRISTIAN VIDEO... 3. ଯେଉଁ ନାମେ ଅନନ୍ତ ଜୀବନ,, full video • Jeu Naame Ananta Jeebana | ଯେଉଁ ନାମେ ଅନନ୍ତ... #Feriasobandhu #mantuchuriyanewodiachristiansong #newchristiansongs2021 #newodiachristiansongs #newodiaviralsong #newodiachristianvideo #latestodiachristiansong #aseemapandachristiansong #newodiachristiansong2021 #amitbadanayakchristiansongs #latestodiachristiansongs #odiachristiansong #odiachristiansongs2021 #newodiachristiansong #amitbadanayak #humanesagar #amitpani #abmusic #samuelnayak #bharatnayak #abmusic #bapisamal #abmusicchristiansongs #amitpanichristiansongs #humanesagarchristiansongs #skbmusicpresent #skbmusic #diptirekhapadhi #diptirekha //*ANTI-PIRACY WARNING*// This content is copyright to SKB MUSIC PRESENTS. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.