У нас вы можете посмотреть бесплатно ରାତିରେ ବାରମ୍ବାର ନିଦ ଭାଙ୍ଗୁଛି କି? | Dr Debasis Behera on Sleep Apnea in Odia | Causes & Treatment или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#SleepApnea #OdiaHealthTips #DoctorAdvice ସ୍ଲିପ୍ ଆପ୍ନିଆ ଏକ ପ୍ରକାର ନିଦ୍ରା ଜନିତ ରୋଗ। ରାତିରେ ଶୋଇଥିବା ବେଳେ ବାରମ୍ବାର ନିଦ ଭାଙ୍ଗିବାକୁ ସ୍ଲିପ୍ ଆପ୍ନିଆ ବୋଲି କୁହାଯାଏ। ତେବେ ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ସ୍ଲିପ୍ ଆପ୍ନିଆ କ’ଣ? (0:00) ସ୍ଲିପ୍ ଆପ୍ନିଆର ଲକ୍ଷଣ (0:58) ସ୍ଲିପ୍ ଆପ୍ନିଆର କାରଣ (2:37) ସ୍ଲିପ୍ ଆପ୍ନିଆ ରୋଗୀଙ୍କୁ ଚିହ୍ନିବେ କିପରି? (4:37) ଚିକିତ୍ସା କେତେବେଳେ ଦରକାର ପଡ଼େ? (6:49) ଏହାର ଚିକିତ୍ସା କ’ଣ? (9:19) ଡାକ୍ତରଙ୍କ ପରାମର୍ଶ (12:55) Sleep apnea is a serious sleep disorder that happens when a person's breathing is interrupted during sleep. So why does this happen? Let's find out what Pulmonologist Dr Debasis Behera, has to say about its symptoms and treatment. In this Video, What is Sleep Apnea? (0:00) Symptoms of Sleep Apnea (0:58) Cause of Sleep Apnea (2:37) Diagnosis of Sleep Apnea (4:37) When is treatment needed? (6:49) Treatment of Sleep Apnea (9:19) Doctor's Advice (12:55) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!