У нас вы можете посмотреть бесплатно Save environment/ Swasthya Hni Sampad//ସ୍ବଚ୍ଛତା ହିଁ ସେବା или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସ୍ବାସ୍ଥ୍ୟ ହିଁ ସମ୍ପଦ । ଶାରୀରିକ ମାନସିକ ସୁସ୍ଥତା ହିଁ ଉତ୍ତମ ସ୍ବାସ୍ଥ୍ୟକୁ ବୁଝାଏ। ସୁସ୍ଥ ପରିବେଶ ଓ ସ୍ବଚ୍ଛତା ହିଁ ଉତ୍ତମ ସ୍ବାସ୍ଥ୍ୟର ପରିଚାୟକ । ସ୍ବଚ୍ଛତା ହିଁ ସେବା, ସ୍ବାସ୍ଥ୍ୟ ହିଁ ସମ୍ପଦ । ପରିବେଶର ସୁରକ୍ଷା ଆମ ଉତ୍ତମ ସ୍ବାସ୍ଥ୍ୟର ମୂଳ ଆଧାର । ନିଜ ସ୍ବାସ୍ଥ୍ୟ ର ଯତ୍ନପାଇଁ ଭିଡିଓଟି ଶେଷ ଯାଏ ଦେଖନ୍ତୁ । ଏମିତି ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ ANWESHA MUSIC ଚ୍ୟାନେଲକୁ Like , command , Share & Subscribe କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ସ୍ବାସ୍ଥ୍ୟ ହି ସମ୍ପଦ ସ୍ବଚ୍ଛତା ହିଁ ସେବା ପରିବେଶ ସୁରକ୍ଷା ,ଜୀବନ ରକ୍ଷା ଅଭିନୟ ଛାତ୍ରଛାତ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଣମଣା ନିର୍ଦ୍ଦେଶନା - ଅଜିତ କୁମାର ସେଠୀ ବିଶେଷ ସହଯୋଗ - ଶଙ୍କରନାରାୟଣ ବେଜ ପ୍ରଧାନ ଶିକ୍ଷକ, ଖଣ୍ଡଦେଉଳି ହାଇସ୍କୁଲ ଫରେଷ୍ଟ ଡିପାର୍ଟମେଣ୍ଟ , ଗଞ୍ଜାମ