У нас вы можете посмотреть бесплатно ବିଜୁବାବୁଙ୍କ ଜୟନ୍ତୀରେ ନବୀନଙ୍କ ଉପରେ ବିଷ ଓଗାଳିଲେ ଶ୍ରିମୟୀ,ଖୋଲିଲେ ଗୁମର ! Sreemayee Mishra Targets Naveen или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବିଜୁବାବୁଙ୍କ ଜୟନ୍ତୀରେ ନବୀନଙ୍କ ଉପରେ ବିଷ ଓଗାଳିଲେ ଶ୍ରିମୟୀ,ଖୋଲିଲେ ବିଜେଡି ଗୁମର ! ବିଜୁ ଜୟନ୍ତୀ ଅବସରରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ୍ । ବିରୋଧୀ ଦଳ ନେତାଙ୍କ ଉଦ୍ଦେଶ୍ୟରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମୟୀ । କହିଛନ୍ତି, ଦୀର୍ଘ ତିନି ଦଶନ୍ଧି ଧରି ଯେଉଁ ବ୍ୟକ୍ତି କ୍ଷମତାରେ ରହିଛନ୍ତି କେତେଥର ଦିଲ୍ଲୀ ଦରବାରରେ ବିଜୁବାବୁଙ୍କୁ ଭାରତରତ୍ନ ସମ୍ମାନ ଦେବା ପାଇଁ ଚେଷ୍ଟା କରିଛନ୍ତି ? ଯଦି ଆନ୍ତରିକତାର ସହ ସେ ଚେଷ୍ଟା କରିଥାନ୍ତେ ଆଜି କ'ଣ ବିଜୁବାବୁଙ୍କୁ ଭାରତରତ୍ନ ସମ୍ମାନ ମିଳିପାରି ନଥାଆନ୍ତା କି ବୋଲି ପଚାରିଛନ୍ତି ଶ୍ରୀମୟୀ। Sreemayee Mishra Targets Naveen Patnaik on Biju Jayanti #OdishaPolitics_NaveenPatnaik #OdishaPolitics_SreemayeeMishra #OdishaPolitics_BijuPatnaik #OdishaPolitics_DilipRay #BijuJayanti #BharatRatnaDebate #OdishaPoliticalRow #RajyaSabhaElection #Pratidintv Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha