У нас вы можете посмотреть бесплатно Maa mahamayee go - Odia Mahamayee bhajan - Asima Panda - Pitambar Gouda - Full HD Video или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Maa mahamayee go - Odia Mahamayee bhajan - Asima Panda - Pitambar Gouda - Full HD Video Maa mahamayee go - Odia Mahamayee bhajan - Asima Panda - Pitambar Gouda - Full HD Video 🎵 Singer - Asima Panda & Pitambar Gouda 🎵 Music - Pitambar (7735882046) 🎵 Lyrics - Sridhar panda 🎵 Producer - Surjyamani 🎵 DOP - Surjyamani 🎵 Keyboard Arrangement - Akash 🎵 Rhythm Arrangement- Alok 🎵 Music Level - Surya Creation Official 🎵 Dubbing & Mastering - Saktiswar (MRR STUDIO , CUTTACK) 🎵 Thumbnail - manoj #Maamahamayeego #Odiamahamayeebhajan #AsimapandaPitambargouda ମା ମହାମାୟୀ ଗୋ F - ମା ମହାମାୟୀ ଗୋ .....ମା ମହାମାୟୀ ଗୋ ମା ମହାମାୟୀ ଗୋ ଜଗତେ ତୋର ପଡୁଛି ମା ଜୟକାର ପାପୀ ପାଏ କ୍ଷମା ମାଆ ଲାଗିଲେ ତୋ ଡୋର M- ଦେଉଛି ଧୋଇ ଧନେଇ ନଦୀ ଚରଣ ଯୁଗଳ ତୋର କି ସୁନ୍ଦର ମନ ଲୋଭା ରୂପ ତୋହର ମାଲୋ ...ରୂପ ତୋହର F/M - ନାଲି ଶଙ୍ଖା ସିନ୍ଦୁର ପିନ୍ଧି ଦିଶୁ ସୁନ୍ଦର ମହିମା ତୋ ସତେ ଅପାର F- ମହାମାୟୀ ଗୋ ଜଗତେ ତୋର ପଡୁଛି ମା ଜୟକାର ଲାଗିଲେ ତୋ ଡୋର ...ମାଆ (୨) Music ........................... M- ଶନିବାରେ ମାଆ ତୋରି ପିଠରେ ଭକତଙ୍କ ଭାରି ଭିଡ଼ ସବୁ ଦୁଃଖ ତୁ ହରୁଛୁ ମାଆଲୋ ଲଗାଇ ତୋହରି ଡୋର ... ମାଆ ଲଗାଇ ତୋହରି ଡୋର F- ଆସରା ତୋ ପାଖେ କରିଅଛି ମାଆ କରିବୁନି କେବେ ପର ତୋ ଶରଧା ବୋଲି ଆଣିଛି ମାଆ ଲୋ ନାଲି ମନ୍ଦାର ର ହାର ..ମାଆ ନାଲି ମନ୍ଦାର ର ହାର F - ବିପଦ ଆପଦେ ମାଆ ଥାଉ ପାଖ ପାଖରେ M- କରା ଗଛ ମୂଳେ ବସି ଚାହୁଁ ଶୁଭ ଦୃଷ୍ଟିରେ ଦୟାମୟୀ ଦୟା ତୋ ଅପାର ଲୋ ମହାମାୟୀ ଗୋ ଜଗତେ ତୋର ପଡୁଛି ମା ଜୟକାର ଲାଗିଲେ ତୋ ଡୋର ...ମାଆ (୨) Music................. F- ମହାମାୟୀ ଵ୍ରତ କରେ ଯିଏ ମା ମନସ୍କାମ କରୁ ପୂର୍ଣ୍ଣ ପୂଜା କରି ତୋତେ ବଳଦିଆ ତେଲି ହୋଇଥିଲା ମା ଧନ୍ୟଲୋ ...ହୋଇଥିଲା ମା ଧନ୍ୟ M- ଅତି ଶରଧା ରେ ଆଣିଛି ମାଆ ଲୋ ଗଜାମୁଗ ତୋରି ପାଇଁ ବାୟାରାଣୀ ରୂପେ ପୂଜା ପାଉଥିଲୁ ତୋ ନାଁରେ ବୋଇରାଣୀ ମାଆ .....ତୋ ନାଁରେ ବୋଇରାଣୀ M-ତୁ ମଙ୍ଗଳକାରିଣୀ ଭକତ ରଙ୍କୁଣୀ F-ପାପ ବିନାସିନୀ ମା ଶକ୍ତି ପ୍ରଦାୟିନ ମହିମା ତୋ ସତେ ଅପାର ମା ମହାମାୟୀ ଗୋ ଜଗତେ ତୋର ପଡୁଛି ମା ଜୟକାର M- ଲାଗିଲେ ତୋ ଡୋର ମାଆ ପଡେ ଜୟକାର F- ଲାଗିଲେ ତୋ ଡୋର ମାଆ ପଡେ ଜୟକାର (2)