У нас вы можете посмотреть бесплатно କଳାଧନରେ ସରକାରୀ ବାବୁଙ୍କ ଧଳା ବଙ୍ଗଳା,ମାଡିବସିଲା ଭିଜିଲାନ୍ସ !Vigilance Raid at Water Dept Official's House или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କଳାଧନରେ ସରକାରୀ ବାବୁଙ୍କ ଧଳା ବଙ୍ଗଳା,ମାଡିବସିଲା ଭିଜିଲାନ୍ସ !ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଙ୍କ ଘରେ ଭିଜିଲାନ୍ସ ରେଡ। କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ର ସହକାରୀ ଯନ୍ତ୍ରୀ ପ୍ରମଦ ରାଏ ଘର ରେଡ। କେନ୍ଦ୍ରାପଡ଼ା ଡେରାବିଶ ଜଳ ସମ୍ପଦ ବିଭାଗ ରେ ସହକାରୀ ଯନ୍ତ୍ରୀ ପ୍ରମଦ ରାଏ ।ଏକାକାଳୀନ ୭ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ । କେନ୍ଦ୍ରାପଡ଼ା, କଟକ,ଭୁବନେଶ୍ବର, ଢେଙ୍କାନାଳ,ଭଦ୍ରକ ରେ ରେଡ ଚାଲିଛି । ପୈତୃକ ଘର ,କାର୍ଯ୍ୟାଳୟ ଓ ସମ୍ପର୍କୀୟ ଘରେ ରେଡ ହଉଛି ।ଭୁବନେଶ୍ବର ବାଲିଅନ୍ତା ୪ ମହଲା ଘର , କଟକ ଚୌଦ୍ଵାର ୨ ମହଲା ଘର , ବାଙ୍କୀ ରେ ନିଜ ଘର , ଭଦ୍ରକ, ଢେଙ୍କାନାଳ , ପଟିଆରେ ସମ୍ପର୍କୀୟ ଘର, କେନ୍ଦ୍ରାପଡ଼ା କାର୍ଯ୍ୟାଳୟ ରେ ରେଡ ଚାଲିଛି।Vigilance Raid at Water Dept Official's House #Kendrapara #VigilanceRaid #OdishaVigilance #PramodRay #WaterResources #AntiCorruption #pratidintv Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha