У нас вы можете посмотреть бесплатно ‘ଇଦ୍ ଓ ଇଫତାର ପର୍ବ ପାଳନ କରିବନି ବିଜେଡି’ | Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ଏ_ବର୍ଷ_ଇଦ୍_ପାଳିବନି_ବିଜେଡି ରମଜାନ ମାସରେ ଇଦ୍ ଉପଲକ୍ଷେ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଧୁମଧାମରେ ଇଦ୍ ମିଳନ ଓ ଇଫତାର ପାର୍ଟି ଆୟୋଜନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ମଧ୍ୟ୍ୟପ୍ରାଚ୍ୟରେ ବିଭିନ୍ନ ସ୍ଥାନରେ ଯୁଦ୍ଧ ପରିସ୍ଥିତି ଗୁରୁତର ହୋଇଥିବାରୁ ଲକ୍ଷ ଲକ୍ଷ ଲୋକ ବାସହରା ହେଉଛନ୍ତି ଓ ଅନେକ ଭାରତୀୟ ମଧ୍ୟ ବିପଦରେ ପଡ଼ିଛନ୍ତି। ଏହି ଦୁଃଖଦ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟର କୌଣସି ସ୍ଥାନରେ ବିଜେଡି ପକ୍ଷରୁ ଇଦ୍ ମିଳନ କିମ୍ବା ଇଫତାର ପାର୍ଟି ପାଳନ କରାଯିବ ନାହିଁ : ପ୍ରତାପ ଜେନା, ମୁଖପାତ୍ର, ବିଜେଡି Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #OdishaReporter #pratapjena #id #iftar #BJD #nocelebration