У нас вы можете посмотреть бесплатно E Duniya Technologya ✝️💓 New Trending Christian Song /Timat Majhi/ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Welcome to Timat Majhi Creation YT ସର୍ବ ପ୍ରଥମେ ଆମ ଉଦ୍ଧାରକର୍ତ୍ତା, ସୃଷ୍ଟି କର୍ତ୍ତା, ମୁକ୍ତିଦାତା ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ, ସଙ୍ଗୀତ ପ୍ରିୟ ମୋର ସମସ୍ତ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ Timat Majhi Creation ତରଫରୁ କୃତଜ୍ଞତା ଜଣାଏ, ପୁନର୍ବାର ଆମେ ଏକ ନୂତନ ଖ୍ରୀଷ୍ଟୀୟ ସଙ୍ଗୀତ ନେଇ ଆସିଛୁ ଏହି ଗୀତଟି, ବାସ୍ତବିକ Technology ବିଷୟକୁ ନେଇ ଆଧାରିତ କରାଯାଇଅଛି l ଆଶା କରୁଛୁ ଏହି ଗୀତଟି ସମସ୍ତଙ୍କୁ ଭଲ ଲାଗିବ l ପ୍ରିୟ ଖ୍ରୀଷ୍ଟ ବିଶ୍ଵାସୀ ଭାଇ ଓ ଭଉଣୀ ସଭିଙ୍କୁ ମୋର ଅନୁରୋଧ ଏହି ଗୀତର Full Video Upload ହୋଇଅଛି l ଆଶା କରୁଛୁ ଏହି ଗୀତ ଆପଣ ମାନଙ୍କୁ ବହୁତ୍ ଭଲ ଲାଗିବ l ଯଦି ଭଲ ଲାଗେ ତେବେ LIKE. SHARE. SUBSCRIBE କରି COMMENT କରିବାକୁ ଭୁଲିବେ ନାହିଁ :(Praise the lord) SONG CREDITS: . Song: E DUNIYA TECHNOLOGYA (SV) . Singer: Timat Majhi . Lyrics & Composition: Andriya Bhatra . Music Arrangement: Bikash Daa . Camera: Smith Bhai . Video Editing: Timat Majhi . Recording: Ghumura Studio Madanpur ( Kalahandi ) . Special thanks: My Father, Mother & Gresson Brother . Best Supporter: Daniyel Majhi & Ajaya Digal Song Lyrics: ଜଗତର ଜାଲେ ପଡ଼ି ମାପୃ ଯୀଶୁ କେ ଛାଡ଼ି ନାଇ ରୋ ତୁଇ ଦୂରିଆ ନାଇ ଯା ତୁଇ ନରକ୍ ବାଟେ ଶୟତାନ ଜାଗି ଆଛେ ଯୀଶୁର୍ ବାଟେ ତୁଇ ଛାଲିଆ Technology ଏ ଦୁନିୟା Technology...2th.. **** 💓 ସବୁତ ଛାୟାମାୟା ପର୍ମାନେଟ୍ ନାଇ ଇଟା ସରିଲେ ନାକର୍ ଫୁଣ୍ଡା ସବୁ ଛାଡ଼ି ଯିବାଟା ନାଇ କର୍ କାକେ ଆଶା ଖାଇବୁ ତୁଇ ଦିନେ ଧୋକା ଛାଡ଼ିଲେ ଯୀଶୁର୍ ହାତ ହେଇ ଯିବୁରେ ଏକା ମୋର୍ ସୁନା ଧୋନ ବଲି ମୋର୍ ରାଜା ବାବୁ ବଲି କରିଦେସି ତକେ ଭୋକୁଆ ଦେଖାଇସି ଟାଙ୍କା ଡାବୁ ଘର ବଙ୍ଗଳା ସବୁ କରିଦେସି ତକେ ରସିଆ Technology ଏ ଦୁନିୟା Technology ...2th.. 💓ଭିତରେ କାଲା ପାପୋ ଉପରେ ତୋର ଧଲା ସାଟ ସରଗେ ଯିବାକାଜେ ନାଇ ହେ ତୁଇ ଛୋଟପଟ ଯୀଶୁତ ଦେଖିଲାନି ତୁଇ କର୍ବା ସବୁ ନାଟ ଆୟା ହ ବୁଆ ହ ନାଇ କରେ କେ ସପଟ ବାଜିଲେ ବାଜା ମହୁରୀ ମେଘରଥେ ବସିକରି ଆଇସି କାଇ ସରଗପୁରିଆ ଛାର୍ ଦିଗେ ଆନ୍ଧାର ହେସି କନବାଟେ ଯିବୁ ଲୁଛି ଜାଗି ରୋରେ ଦୁଇ ଗୋଡ଼ିଆ ..... Technology ଏ ଦୁନିୟା Technology....4th.. #timatmajhisong #viralsong #technologyasong #christiansong #dance #trendingsong #timatmajhi #technologyachristiansong #technologytimatmajhisong #viralsong #christiansong #technologyachristiansong #timatmajhitechnologyasongs #trending #christiansong !!* ANTI-PIRACY WARNING *!! This Content is Copyright to Timat Majhi Creation . Any unauthorised reproduction redistribution, re-upload ( audio or video ) is strictly prohibited of this meterial. Legal action will be taken against those who violate this copyright meterial presented..