У нас вы можете посмотреть бесплатно ହାତ ଟେକିଦେଲେ କି ସରକାର || Odisha Driver Mahasangha protest Updates || Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଡ୍ରାଇଭର ବୋଲି ହେୟ ଜ୍ଞାନ କରୁଥିଲେ। ଯେଉଁ ସଂଘ ଡ୍ରାଇଭର ଆନ୍ଦୋଳନକୁ ବିରୋଧ କରୁଥିଲେ ସେମାନେ ଏବେ ଅକଳରେ ପଡିଛନ୍ତି। ପରୋକ୍ଷରେ ସେମାନଙ୍କର ଆନ୍ଦୋଳନ ପ୍ରତି ଏକ ବଡ ସମର୍ଥନ ଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଏହି ଦୃଶ୍ୟ। ଏନଏଚ 16ରେ 10 କିଲୋମିଟର ଯାଏ ଲମ୍ବିଛି ଭାରିଯାନ। ମାଲବାହୀ ଗାଡି ସବୁ 2 ଦିନ ହେଲାଣି ଛିଡା ହୋଇ ରହିଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଓଡିଶା ବନ୍ଦର ଭ୍ରମ ସୃଷ୍ଟି ହୋଇଛି। ଚକ ପାଦେ ଆଗକୁ ଗଡି ପାରୁନି। କଟକ ବାଦାମବାଡି, ପୁରୀ ବସଷ୍ଟାଣ୍ଡ, ସମ୍ବଲପୁରଠାରୁ ରାଉରକେଲା ସମସ୍ତ ବସଷ୍ଟାଣ୍ଡରେ କାଉ ଉଡୁଛନ୍ତି #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter#Strike #SpecialReport#Odisha #OdishaNews#DriverAssociation