У нас вы можете посмотреть бесплатно ଆଜି ମୋତେ ମିଳିଗଲେ ମୋ ମନ ଠାକୁର ll Aji mote miligale mo mana thakur или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଜି ମୋତେ ମିଳିଗଲେ ମୋ ମନ ଠାକୁର ll Aji mote miligale mo mana thakur Lyrics - Surendra Prasad Behera Music & Voice - Ai Studio Creator & Editing - Ramachandra Jena #rccreators #ajimotemiligalemomanathakur #odiabhajan #thakuranukulchandrasong #thakuranukulchandrakirtan #ramachandrajena Lyrics :- ଆଜି ମୋତେ ମିଳିଗଲେ ମୋ ମନ ଠାକୁର ଛାଡିବିନି ତାଙ୍କୁ ମୁଁ ଯେ ଜୀବନରେ ମୋର ବହୁଦିନୁ ଖୋଜି ଖୋଜି ପାଇଛି ସଦ୍ ଗୁରୁ ଆଜି ସିଏ ମୋର ଅତି ନିଜର ଓ ସିଏ ମୋର ପ୍ରାଣ ଠାକୁର ସିଏ ମୋର ପ୍ରାଣ ଠାକୁର ଭାରି ଦୃଷ୍ଟ ଥିଲି ମୁଁହି ଆସିଲେ ଜୀବନେ ଧୀରେ ଧୀରେ ଘାରିଗଲେ ମନ ଆଉ ପ୍ରାଣେ ତାଙ୍କ ପ୍ରେମେ ପଡ଼ି ଗଲି ଇଷ୍ଟଭୃତି ଅର୍ଘ୍ୟ ଦେଲି ଦେଲେ ସତ୍ ନାମ ମନ୍ତ୍ର ଓ ସିଏ ମୋର ପ୍ରାଣ ଠାକୁର ସିଏ ମୋର ପ୍ରାଣ ଠାକୁର ଆଚାର୍ଯ୍ୟଙ୍କ ଦର୍ଶନରେ ତୃଷ୍ନା ହେଲା ଦୂର ଅସ୍ଥିର ମନଟି ମୋର ହେଇଗଲା ସ୍ଥିର ସତ୍ ସଙ୍ଗକୁ ଆଶ୍ରାକଲି ସତ୍ ନାମ ମୁଖେ ନେଲି ଦୁଃଖ କଷ୍ଟ ହେଲା ଅନ୍ତର ଓ ସିଏ ମୋର ପ୍ରାଣ ଠାକୁର ସିଏ ମୋର ପ୍ରାଣ ଠାକୁର ପରକୁ ଆପଣା କରି ପାଇଲି ଆନନ୍ଦ ବୁଦ୍ଧି ଦାତା ବୁଦ୍ଧି ଦେଲେ ସେ ପରମାନନ୍ଦ ଗୁରୁ ପାଦ ପଦ୍ମେ ମନ ବୈକୁଣ୍ଠରେ ତାର ସ୍ଥାନ ଗୁରୁ ଏକା ମୋର ନିଜର ଓ ସିଏ ମୋର ପ୍ରାଣ ଠାକୁର ସିଏ ମୋର ପ୍ରାଣ ଠାକୁର ଆଜି ମୋତେ ମିଳିଗଲେ ମୋ ମନ ଠାକୁର