У нас вы можете посмотреть бесплатно Millet Mission, Rourkela: ମିଲେଟ୍ ରନ୍ଧା ପ୍ରତିଯୋଗିତାନେ ଏସଏଚଜି ମାଁ ମାନକଁର ହାତର ସୁଆଦ୍ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମିଲେଟକେ ନେଇକରି ଏସଏଚଜି ମାଁ ମାନକଁର ଭିତରେ ରନ୍ଧା ପ୍ରତିଯୋଗିତା । ଯେନଥିରେ ମାଁ ମାନେ ଭାଗ ନେଇକରି ମିଲେଟନୁ ସୁଆଦିଆ ଖାନା ବନେଇକରି ପରସିଥିଲେ । ୧୫ନୁ ଅଏତକା ରକମର ମିଲେଟ ପ୍ରସ୍ତୁତ ଖାନାର ପସରା ଲାଗିଥିଲା । ରାଉରକେଲାନେ ଏନ୍ତା ଗୁଟେ ସୁନ୍ଦର ପ୍ରତିଯୋଗିତା କରାଯାଇଥିଲା ସୁନ୍ଦରଗଡ ମିଲେଟ୍ ମିଶନ୍ ଆଡୁ । ଆଇସିଡିଏସ ମିଟିଂ ହଲ ରାଉରକେଲାନେ ହେଇଥିବାର ଇ କାର୍ଯ୍ୟକ୍ରମନେ ରାଉରକେଲା, ଲାଠିକଟା, କୁଆଁରମୁଣ୍ଡା, ନୂଆଁଗାଁ ଲେଖେଁ ଜାଗାନୁ ଭିନ୍ ଭିନ୍ ସ୍ୱଂୟ ସହାୟକ ଗୋଷ୍ଠିର ସଦସ୍ୟା ଭାଗ ନେଇଥିଲେ ପ୍ରତିଯୋଗିତାନେ । For more such updates, please Like, Comment, and Share our videos and Subscribe to our YouTube channel. Contacts:- Mail- pahara24x7@gmail.com Facebook- / paharaa24x7 YouTube- / paharaa24x7 Instagram- / paharaa24x7 Twitter- / paharaa24x7 WhatsApp- 7205661076 Website- https://www.paharaa.com/ Thanks & Regards www.Paharaa.com #Rourkela #Odisha #Millet #MilletProducts #OdishaNews #SambalpuriNews #Odisha #Paharaa