У нас вы можете посмотреть бесплатно କାଚରା ଗୀତ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଗୋପାଳ ମାନଙ୍କର ଲଉଡ଼ିଖେଳ କ୍ଷୀରବନ୍ଦାଣ ଦୋଳଉତ୍ସବ ଏକ ନିଆରା ପରମ୍ପରା । ସାରା ଭାରତ ବର୍ଷରେ ଗୋପାଳମାନଙ୍କର ଲଉଡିଖେଳ ର ପରମ୍ପରା ରହିଥିବାବେଳେ ଆମ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ନିଆରା ଅଟେ। ଓଡ଼ିଶାରେ ପ୍ରତ୍ୟେକ ଅଂଚଳରେ ଗୋପାଳ ମାନଙ୍କର ଭିର୍ଣ୍ଣ ଭିର୍ଣ୍ଣ ଶୈଳୀ ର ଲଉଡ଼ିଖେଳ ଦେଖିବାକୁ ମିଳୁଥିବା ବେଳେ ଖୋର୍ଦ୍ଧା ଜିଲ୍ଳାର ବଘେଇଟାଙ୍ଗି ଯାଦବ ଲଉଡିଖେଳ ର ,ନାଚ ଗୀତ,ରଙ୍ଗ,ଢଙ୍ଗ ର ଶୈଳୀ ରେ ଅନ୍ୟ ମାନଙ୍କଠାରୁ ସ୍ୱତନ୍ତ୍ରତା ବଜାୟ ରଖିଛି। ସ୍ୱତନ୍ତ୍ର ଶୈଳୀ ପାଈଁ ବଘେଇଟାଙ୍ଗି ଲଉଡିଖେଳ ଓଡ଼ିଶାରେ ବେସ ପରିଚିତ ହୋଇଛି। ଯେଉଁ ଗୋପାଳ ଭାଇମାନେ ଏହି ଲଉଡିଖେଳ ଶିଖିବାକୁ ଚାହାଁନ୍ତି ଭିଡ଼ିଓ ରେ ଦିଆଯାଇଥିବା ନମ୍ବର ରେ ଯୋଗାଯୋଗ କରନ୍ତୁ। ଜୟ ଯାଦବ🙏🙏 ଜୟ ମାଧବ🙏🙏 Gopala Ogala /Laudikhela swapneswar jadaba samiti bagheitangi,khorda Odishara kala,sanskruti, parampara sabuthu niara Gopala manankara laudikhela nacha ranga dhanga posaka atyanta manamugdhakara Gopal laudikhela presented by-NandalalaTv