У нас вы можете посмотреть бесплатно ଆଲୋ Big ଚଷମା ବାଲି l New Odia Viral Song l Trending Dance Song l New Song Odia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଲୋ Big ଚଷମା ବାଲି l New Odia Viral Song l Trending Dance Song l New Song Odia Alo Big Chasama Bali song is a dance number for odia people, Listen, Like & Subscribe Our Channel Singer : Raj Krishna Music : Rakesh Jena Lyrics : Kamalini Panigrahi Praducer : Monalisha Jena Lyrics ଆଲୋ ବିଗ ଚଷମା ବାଲି କାହିଁ ଚାଁହୁଛୁ ଲୋ ବୁଲି ବୁଲି ଅଣ୍ଟା ଲଚକେଇ ଯାଉଚାଲି ମୋତେ ଆଖି ମାରୁ ଡେଲି ଡେଲି ହେବୁକି ନ ହେବୁ ମୋର କହିଦେ ତୋ ଅଟୋଗ୍ରାଫି ଟିକେ ଦେ ହେବୁକି ନ ହେବୁ କହିଦେ..... ............ Music......... Cute cute ନଟି ହୋଇଛୁ ବେବିଲୋ ଚାହାଣିରେ ଦେଉ ଇସାରା କୁଲ କୁଲ ହସ ସୁଇଟ ଓଠରେ ଦେଖାଉଛୁ ଭାରି ନଖରା !2! ଗୋରା ଗାଲ ତୋର ଆପୁଲୁ ପରିଲୋ ଦିଲ ଟାକୁ କରୁ ବାଉରା ମିଠା ଛୁରୀ ମାରି କାଟୁଛୁ ହୃଦୟ ତୋରି ପାଇଁ ଅଛି କୁଆଁରା ସିଗନାଲ ଟିକେ ଗୋରୀ ଦେଇଦେ ହେବୁକି ନ ହେବୁ କହିଦେ... ......... Music........ ନୂଆ ନୂଆ ଗୋରୀ ଜିମ ଯାଉଛି କରୁଛି ତୋ ପାଇଁ ବ୍ୟୟାମ ଡାଇଟିଙ୍ଗ କରି ବଡି କମାଉଛି ତାପରେ କରୁଛି ଆରାମ !2! ରୂପ ତୋର ଗୋରୀ ଅଙ୍ଗୁରୁ କୋଳିଲୋ ମହୁମାଛି ହେବେ ଘାଇଲା କହି ଦେବୁ ଯଦି ବଡି ଗାର୍ଡ ହେବି ଆଜି ଠାରୁ କଥା ରହିଲା ଆଡ୍ରେସଟା ଟିକେ ଗୋରୀ ଦେଇଦେ ହେବୁକି ନ ହେବୁ କହିଦେ...... #2026viralsong #alobigchasamabali #viralsong #trendingvideo #trendingodiasong #viraldancesong #entertainment #subscribe #like #share #love #song #romanticsong