У нас вы можете посмотреть бесплатно Bhuligalu Priya l New odia Viral Sad Song l 2026 Latest Sad Song l Odia Song или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Bhuligalu Priya l New odia Viral Sad Song l 2026 Latest Sad Song l Odia Song Singer : Raj Krishna Music : Rakesh Jena Lyrics : Kamolini Panigrahi Producer : Monalisha Jena *Lyrics* ତୋ ବାଟରେ ଯଦି କଣ୍ଟା ମୁଁ ଥିଲି କାଇଁ ଦେଇ ଥିଲୁ ଫୁଲ ତୋ ପାଇଁ ଯଦି ଯୋଗ୍ୟ ମୁଁ ନ ଥିଲି କାଇଁ ପାଉ ଥିଲୁ ଭଲ... ତୁ ସିନା ପ୍ରିୟା ଭୁଲିଗଲୁ ମୋତେ ତୋତେ ମିଳୁ ଲୋ ରାଜ ମହଲ..... ************************* ମୋ ହ୍ରୁଦୟ ଯଦି ତୋ ପାଇଁ ଅଲୋଡ଼ା କାହିଁ କରିଥିଲୁ ଘର ମୋତେ ଭୁଲି ଯାଇ ଆଉ କା ହୃଦୟ କରିନେଲୁ ତୁ ନିଜର ଯେଉଁ ଦିନ ପ୍ରିୟା ଝରିବ ତୋ ଲୁହ ବୁଝିବୁ ମୋ ପ୍ରେମର ମୂଲ..... ******††********†****** ତୋ ପ୍ରେମରେ ସିନା ଥିଲା ଲୋ ଛଳନା କରିଦେଲୁ ସାତପର ତୋତେ ମିଳୁ ପ୍ରିୟା ଖୁସିର ସଂସାର ଏତିକି କାମନା ମୋର ଯେଉଁ ଠାରେ ଥାଆ ଭଲରେ ତୁ ଥାଆ ବାଟରେ ତୋ ଝରୁଲୋ ଫୁଲ.... #song #2026 #sadsong #odiasadsong2026 #viralsong #odiaromanticsongs #odiaviralsong #latestsong #music #viral #like #share #subscribe