У нас вы можете посмотреть бесплатно ସ୍ନାୟୁ ରୋଗ ନ୍ୟୁରୋପାଥୀ – କାରଣ ଓ ଚିକିତ୍ସା | Dr Subhrasnu Sekhar Jena on Neuropathy in Odia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Neuropathy #DoctorAdvice #OdiaHealthTips ଆମ ଶରୀରରେ ଥିବା ସ୍ନାୟୁ ମଣ୍ଡଳ ବା ନର୍ଭସ ସିଷ୍ଟମ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ। ଶରୀରରେ କୌଣସି ଅଙ୍ଗରେ କିଛି ବି ଘଟଣା ଘଟିଲେ ସ୍ନାୟୁ ମାଧ୍ୟମରେ ଏକ ସିଗନାଲ ମସ୍ତିଷ୍କକୁ ଯାଇଥାଏ। ଏହା ପରେ ଆମେ ଏହି ବିଷୟରେ ଜାଣି ପାରିଥାଉ। ଏହି ସ୍ନାୟୁରେ କୌଣସି ସମସ୍ୟା କିମ୍ବା ରୋଗ ହେଲେ, ଏହାକୁ ନ୍ୟୁରୋପାଥୀ ବୋଲି କୁହାଯାଏ। ତେବେ ନ୍ୟୁରୋପାଥୀ ହେବାର କାରଣ ସବୁ କ’ଣ? ଏହି ରୋଗ ହେଲେ ଶରୀରରେ କ’ଣ ସମସ୍ୟା ଦେଖାଯାଏ? ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଆମ ଶରୀରରେ ସ୍ନାୟୁର କାର୍ଯ୍ୟ କ’ଣ? (0:00) ନ୍ୟୁରୋପାଥୀ ରୋଗର କାରଣ (2:12) ନ୍ୟୁରୋପାଥୀ ର ରୋଗର ଲକ୍ଷଣ (3:22) ନ୍ୟୁରୋପାଥୀ ଜନିତ ବିଭିନ୍ନ ସମସ୍ୟା (5:36) ନ୍ୟୁରୋପାଥୀର ପରୀକ୍ଷଣ (6:50) ନ୍ୟୁରୋପାଥୀର ଚିକିତ୍ସା (8:14) କ’ଣ ସତର୍କତା ଅବଲମ୍ବନ କରିବେ? (9:49) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/what-are-th... The nervous system in our body is regulated by the brain. When something happens to any part of the body, a signal goes through the nerves to the brain. If there is a problem in our nervous system, it is called neuropathy. So what are the reasons behind neuropathy? What are the problems with this disease? Let's find out more from neurologist Dr Subhransu Sekhar Jena. In this video, Function of Nervous system (0:00) Causes of Neuropathy (2:12) Symptoms of Neuropathy (3:22) Problems of Neuropathy (5:36) Diagnosis of Neuropathy (6:50) Treatment of Neuropathy (8:14) Precautions of Neuropathy (9:49) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!