У нас вы можете посмотреть бесплатно Podcast With Akash Pathak || Akash Pathak || Exclusive Interview With Akash Pathak || OR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ଗୋଟି ଗୋଟି କରି ସବୁ କଥା କହିଲେ ଆକାଶ ପାଠକ ପ୍ରଦୀପ ପାଣିଗ୍ରାହୀଙ୍କ ଜ୍ବାଇଁ ହୋଇଥାନ୍ତେ, ପାଣ୍ଡିଆନ କେମିତି ରଚିଲେ ଚକ୍ରବ୍ୟୁହ ? ଭି.କେ ପାଣ୍ଡିଆନ ସିଧା ଧମକ ଦେଇଥିଲେ, ବିବାହ କଲେ ଭୋଗିବେ ଆକାଶ ପାଠକ ବି ପାଣ୍ଡିଆନଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ ଜୋର ଜବରଦସ୍ତ ତାଙ୍କଠୁ ଦସ୍ତଖତ ନେଇଥିଲା ପୁଲିସ ସେତେବେଳର ସରକାର କେମିତି ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଫସାଇଥିଲା, ତାର ଖୁଲସା କଲେ ନିଜେ ଆକାଶ । ଏସବୁର ସୂତ୍ରଧାର ଭିକେ ପାଣ୍ଡିଆନ ଥିଲେ ବୋଲି ସିଧା ସଳଖ କହିଲେ। ଦିନ କେଇଟା ପରେ ବାହା ହୋଇଥାନ୍ତେ କିନ୍ତୁ ତା' ପୂର୍ବରୁ ଖୋଲା ଧମକ ଦେଲେ ଭିକେ ପାଣ୍ଡିଆ, କହିଲେ ବିବାହ କଲେ ସଫର ହେବେ । କେତେ ଚାପରେ ଥିଲେ ଆକାଶ ? ପ୍ରଦୀପଙ୍କ ଝିଅକୁ ସେ ବିବାହ କରିଥିଲେ, ପାଣ୍ଡିଆନଙ୍କର କଣ କ୍ଷତି ହୋଇଥାନ୍ତା ? ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ସେତେବେଳର ସରକାର ଓ ପାଣ୍ଡିଆନଙ୍କ ପୋଲ ଖୋଲିଦେଲେ ଆକାଶ ପାଠକ। Akash Pathak Exposes Political Pressure & Threats | Podcast With Akash Pathak || Akash Pathak || Exclusive Interview With Akash Pathak | OR Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official Podcast With Akash Pathak Exclusive Interview With Akash Pathak #OdishaReporter #orpodcast #PodcastWithAkashPathak #PradeepPanigrahi #VKPrakash #bjdgovernment #OdishaPolice #abhaypathak #OrPodcastShow #OneToOne #NaveenPatnaik