У нас вы можете посмотреть бесплатно JANMICHANTI BISWAPAI | ଜନ୍ମିଛନ୍ତି ବିଶ୍ୱ ପାଇ | NEW CHRISTMAS SPECIAL SONG | ODIA CHRISTMAS SONG | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#christmassongs #newchristmassongs #paritoshdas #sandeepkumarsahu #newsong #newchristiandevotionalsong Praise The Lord..... SR RENEW MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ମଧୁମୟ ନାମରେ ଆନ୍ତରିକ ନମସ୍କାର ଜ୍ଞାପନ କରିବା ସହିତ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମୋତ୍ସବ ପାଳନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। SHARING THE GOSPEL THROUGH MUSIC ♪ use headphone for better sound experience * [ LYRICAL VERSION ] - ହା.. ହା... ହା... ଜନ୍ମିଛନ୍ତି ବିଶ୍ୱ ପାଇ ତ୍ରାଣକର୍ତ୍ତା ଶିଶୁ ହୋଇ....(୨ଥର) ପରିତ୍ରାଣ ବାଟ ପାଇ...(୨ଥର) ଧରା ଉଠେ ସ୍ୱର୍ଗ ହୋଇ.. ଜନ୍ମିଛନ୍ତି ବିଶ୍ୱ ପାଇ ତ୍ରାଣକର୍ତ୍ତା ଶିଶୁ ହୋଇ...(୨ଥର)...=୦= ଇପ୍ସିତ ବାଞ୍ଛିତ... ପରିତ୍ରାଣ ଉପସ୍ଥିତ.. ମୁକ୍ତିର.. ସ୍ମିତ ହସେ ... ବିଶ୍ୱ ଯେ ଆନନ୍ଦିତ... ଆସିଛନ୍ତି ଶିଶୁ ଯୀଶୁ.. ପାପୀ ତର ମୁକ୍ତି ପାଇ.. ତୋ ହୃଦୟ ଗୁହାଳେ ସେ ଖୋଜୁଛନ୍ତି ସ୍ଥାନ ପାଇ ପାପ କ୍ଷମି ସାଜିବାକୁ..(୨ଥର) ସ୍ୱର୍ଗର ରୂପ ଦେଇ ଜନ୍ମିଛନ୍ତି ବିଶ୍ୱ ପାଇ ତ୍ରାଣକର୍ତ୍ତା ଶିଶୁ ହୋଇ..(୨ଥର)...=୧= ନୀଳ ରାତି ନୀରବରେ. ଝୁମି ଉଠେ ପୁଲକରେ .. ନୀଳ ତାରା ଶୁଭ ବାଣୀ.. ବିଞ୍ଚି ଯାଏ ଆକାଶରେ.. ଅମର ତୁ ହେ ମଣିଷ ଯୀଶୁଙ୍କର ଜନ୍ମ ପାଇ ବିଶ୍ୱାସରେ ସମର୍ପିତ ଯଦି ହେଉ ତାଙ୍କୁ ନେଇ ପଥ ସତ୍ୟ ସେ ଜୀବନ...(୨ଥର) ପରିତ୍ରାଣ ଏକା ସେହି.. ଜନ୍ମିଛନ୍ତି ବିଶ୍ୱ ପାଇ ତ୍ରାଣକର୍ତ୍ତା ଶିଶୁ ହୋଇ..(୨ଥର)..=୨= ପରିତ୍ରାଣ ବାଟ ପାଇ...(୨ଥର) ଧରା ଉଠେ ସ୍ୱର୍ଗ ହୋଇ ଜନ୍ମିଛନ୍ତି ବିଶ୍ୱ ପାଇ ତ୍ରାଣକର୍ତ୍ତା ଶିଶୁ ହୋଇ ତ୍ରାଣକର୍ତ୍ତା ଶିଶୁ ହୋଇ ଗୀତ - ଜନ୍ମିଛନ୍ତି ବିଶ୍ୱ ପାଇ ତ୍ରାଣକର୍ତ୍ତା ଶିଶୁ ହୋଇ ରଚନା ଓ ସ୍ୱର ସଂଯୋଜନା ସଙ୍ଗୀତ ପରିଚାଳନା - SR RENEW MUSIC Lyrics- Paritosh Das SR RENEW Music Presents A New Odia Christmas Special Song. Which Is Beautifully Song. Lyrics- Paritosh Das And Music Composed By Sr Renew Music. Arranged By Sagar. Pls Do Like Share And Subscribe. SR RENEW Music ତରଫରୁ ଅଗଣିତ ଶ୍ରୋତା ମାନଙ୍କ ପାଇଁ ବଡଦିନ ପର୍ବ ପାଳନ ଅବସରରେ ବଡଦିନର ଭେଟି ସ୍ୱରୂପେ " ଜନ୍ମିଛନ୍ତି ବିଶ୍ୱ ପାଇ ତ୍ରାଣକର୍ତ୍ତା ଶିଶୁ ହୋଇ " ନାମକ ଏକ ନୃତ୍ୟ ଭିତ୍ତିକ ଖ୍ରୀଷ୍ଟମାସ ଗୀତ ଭେଟି ଦେଇଛୁ। ଗୀତ ଶୁଣନ୍ତୁ ଏବଂ ସଙ୍ଗୀତର ତାଳେ ତାଳେ ପ୍ରଭୁଙ୍କ ଗୋୖରବ ଉଦ୍ଦେଶ୍ୟରେ ନୃତ୍ୟ ପ୍ରଦର୍ଶନ କରି ବଡ଼ଦିନ ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତୁ। ବାସ୍ତବରେ ଏ ଜଗତ ଯେତେବେଳେ ପାପ ଅନ୍ଧକାରେ ବୁଡ଼ି ନିରୁପାୟ ଅବସ୍ଥାରେ ଥିଲା, ଅଶାନ୍ତ ବାତାବରଣ ଦେଇ ଗତି କରୁଥିଲା, ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ଶତ୍ରୁତା ସ୍ଥାପନ ହେଇଥିଲା ପରମେଶ୍ବର ଜଗତକୁ କେଡ଼େ ପ୍ରେମ କରି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ "ଉପହାର" ସ୍ୱରୂପେ ଏ ଜଗତକୁ ଦାନ କଲେ। ପିତାଙ୍କ ଇଛା ସାଧନ କରିବାକୁ ପ୍ରଭୁ ଯୀଶୁ ଆପଣାକୁ ନମ୍ର କରି ଆମ୍ଭମାନଙ୍କ ପରିତ୍ରାଣ ନିମନ୍ତେ ସ୍ୱର୍ଗ ସୁଖ ତ୍ୟାଗ କରି ଏ ଧରାପୃଷ୍ଠରେ ଅବତରଣ କଲେ। ଏ ଜଗତ ପାଇଁ ଏବଂ ସମଗ୍ର ମାନବ ଜାତି ନିମନ୍ତେ ଏହା ଏକ ସୌଭାଗ୍ୟ ବିଷୟ ଅଟେ। ଉକ୍ତ ନୂତନ ଗୀତ ଶୁଣନ୍ତୁ ଏବଂ ପ୍ରଭୁ ଯୀଶୁଙ୍କ ଗୌରବାର୍ଥେ ଅନ୍ୟ ମାନଙ୍କୁ ମଧ୍ୟ Share କରନ୍ତୁ ଏବଂ ଆମର ପରିଶ୍ରମ ଯେପରି ସାର୍ଥକ ହୋଇ ପାରିବ ଏବଂ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏବଂ ଲୋକ ମାନଙ୍କର ଆତ୍ମିକ ଜାଗରଣ ନିମନ୍ତେ ଅଧିକରୁ ଅଧିକ ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରି ପାରିବୁ ସେଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ। SONG CREDITS : Song : janmichanti Biswapai Tranakarta Sisuhoe Lyrics : Paritosh Das Music Composition, Arrangement & Programming, Mastering, Making , Edit, Thumbnail Design, Banner& Production : SR RENEW MUSIC Contact : [email protected] ------------------------ 𝘼 𝙇𝙮𝙧𝙞𝙘𝙖𝙡 𝙑𝙞𝙙𝙚𝙤 𝙎𝙤𝙣𝙜 𝙗𝙮 : SR Renew Music • This Video is not for commercial purposes but for the glory of our ALMIGHTY GOD ____________________________________________ ⚠ ATTENTION : This is to notify to all the copyright disclaimers that these video clips are my own (AI).These video clips are only for pure entertainment purposes. ♪ Music Disclaimer : thank them wholeheartedly absolutely no copyright intended this is for sharing purposes only. © Copyright Disclaimer : Under section 107 of the Copyright Act 1976, allowance is made for “fair use” for purposes such as criticism, comment, news reporting, teaching, scholarship, education and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair use. || Subscribe | Like | Share | Comment || #janmichantibiswapai #janmichantibiswapaitranakartasisuhoe #janmichantibiswapaitranakartasisuhoesong #janmichantibiswapaisong #janmichantibiswapaichristmassong #newodiachristmassongs #christmassongs #odiachristmassongs #newodiachristiansong #odiachristiansong #newchristimassong #newsongodia #newodiachristimassong #aisongs #aichristiansongs #humanesagarchristiansongs #odiachristmassong #srrenewmusicchristiansong #srmusicchristiansong #sandeepkumarsahu #paritoshdas #srrenewmusic #humanesagar #srmusic #christmasvideosong #christmasvideos #christimasvideostatus #christmasmusic #christmasstatus -------------------------