У нас вы можете посмотреть бесплатно ଯୁଦ୍ଧ ମଝିରେ ଟ୍ରମ୍ପଙ୍କ ବଡ଼ ଘୋଷଣା | Trump Addresses Nation on Iran War | Trump vs Iran | N18G или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଯୁଦ୍ଧ ମଝିରେ ଟ୍ରମ୍ପଙ୍କ ବଡ଼ ଘୋଷଣା | Trump Addresses Nation on Iran War | Trump vs Iran | N18G ଇରାନ ଯୁଦ୍ଧକୁ ନେଇ ସାରା ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସରୁ ଦେଶକୁ ସମ୍ବୋଧିତ କରି ଇରାନ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି ମୁଁ ଇରାନ୍କୁ ବୁଝାଇଥିଲି, ହେଲେ ଇରାନ ଆମ କଥା ଶୁଣିଲାନି । ଇରାନ ହେଉଛି ଆତଙ୍କବାଦୀର ସ୍ପନ୍ସର୍ । ଏହା କେବଳ ଆରମ୍ଭ ଥିଲା, ଆମେରିକା ଏବେ ଏକ ବଡ଼ ଲହର ପାଇଁ ପ୍ରସ୍ତୁତ ହେଉଛି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଇରାନକୁ ସୈନ୍ୟ ପଠାଇବା ବିକଳ୍ପକୁ ଖୋଲା ରଖିଛି, ଆବଶ୍ୟକ ପଡ଼ିଲେ ସ୍ଥଳପଥରେ ଆକ୍ରମଣ କରାଯିବ। US President Donald Trump has addressed the nation from the White House regarding the ongoing Iran war, issuing a major statement on the expanding military operations. Trump said Iran ignored repeated warnings, calling it the “world’s number one sponsor of terror,” and stressed that the current military campaign is only the beginning. He warned that the United States is preparing for a “big wave” of operations and confirmed that sending U.S. ground troops remains an open option if necessary. #Trump #IranWar #BreakingNews #MiddleEastCrisis #USMilitary #WhiteHouse #IranConflict #GlobalNews #MilitaryUpdate #WorldNews#Trump #Khamenei #Iran #USIsrael #MiddleEastTensions #BreakingNews #WorldNews #GlobalPolitics #IranNews #LatestUpdate Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_SP