У нас вы можете посмотреть бесплатно 🪷Prabhu Tumaku a Akhi Jhuruchi With Lyrics (ବାସନ୍ତି ଅପା) II Sri Sri Thakur anukulchandra Bhajana 🪷 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Prabhu Tumaku a Akhi Jhuruchi With Lyrics (ବାସନ୍ତି ଅପା) II Sri Sri Thakur anukulchandra Bhajana ପ୍ରଭୁ ତୁମକୁ ଏ ଆଖି ଝୁରୁଛି ଶୟନେ ସପନେ ଅବା ଜଗରଣେ ନୀରବେ ଲୋତକ ଢାଲୁଛି ପ୍ରଭୁ ତୁମକୁ ଏ ଆଖି ଝୁରୁଛି..........(0) ତୁମରି ପରସେ କାନନ ଭୁଧରେ ଦେଖିଛି ଆକାଶ ବତାସେ ସାଗରେ ସେହି ଅପରୂପ ସ୍ୱରୂପ ଦର୍ଶନେ ଆଶାରେ ନିରାଶା ଭରିଛି ପ୍ରଭୁ ତୁମକୁ ଏ ଆଖି ଝୁରୁଛି.........(1) ଏ ଜଗତେ ଆସି ପାଇଅଛି କେତେ ବନ୍ଧୁ ପରିଜନ ଗୌରବ ଯେତେ ତୁମପରି ଆଉ ନ ପାଇ କାହାକୁ ମରମରେ ଘାରି ହେଉଛି ପ୍ରଭୁ ତୁମକୁ ଏ ଆଖି ଝୁରୁଛି.........(2) ହେବ ନାହି ଯେବେ ଏ ଜୀବନେ ଦେଖା ଜଳେବ କୋଟିରେ ବେଦନାର ଶିଖା ଭୁଲିଯିବି ନାହିଁ ତୁମକୁ ଯେପରି ଏତିକି କରୁଣା ମାଗୁଛି ପ୍ରଭୁ ତୁମକୁ ଏ ଆଖି ଝୁରୁଛି..........(3) #satsang #satsangibhajan #satsang_bhajan #srisrithakuranukulchandrasong #srisrithakuranukulchandra #srisrithakuranukulchandragaan #odia #bhakti #music #odiamusic #odiamusicvideo #odiasong #religion #chorus #odiabhajan #kirtan #kirtanodia #kirtanbhajan #nagarkirtan #bapibhaikirtan #satsangdeogharkirtansong #devotionalmusic #odiabhajankirtan #satsangviharphulbani #phulbani