У нас вы можете посмотреть бесплатно Khaliapali CNI Mandali | Christian Kirtan | Prahari | 2022 🔥😍❤️ или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
PRAISE THE LORD EVERYONE 🙏 ଆମେ ଖଲିଆପାଲି ସଂକୀର୍ତ୍ତନ ଦଳ 22 ଓ 23 May 2022 ରେ ଏକ ଅଷ୍ଟ ପ୍ରହରୀ ଆୟୋଜନ କରିଥିଲୁ | ଯାହାକି ଖୁବ୍ ସୁନ୍ଦର ଭାବରେ ଆରମ୍ଭ ହୋଇ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା | ସେଥିପାଇଁ ଆମେ ସଦାପ୍ରଭୁଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଦେଉଛୁ | ଏହି ଅଷ୍ଟ ପ୍ରହରୀ ରେ ଆମକୁ ୬ ଗୋଟି ଦଳ ସାହାଯ୍ୟ କରିଥିଲେ | ସେମାନେ ହେଲେ ବିର୍ଯୁପାଲି, ଅଇଁଲାପାଲି, କନ୍ଦ୍ ପାଲି, ତୋରା ଆଦର୍ଶ ପଡ଼ା, ତୋରା ଟାଙ୍ଗର ପଡ଼ା ଓ ହୀରାକୁଦ୍ । ସେ ସମସ୍ତ ଦଳଙ୍କୁ ମଧ୍ୟ ଆମର ବହୁତ୍ ବହୁତ୍ ଧନ୍ୟବାଦ୍ | This is Our official Channel of Bargarh Khaliapali C.N.I Mandali sankirtanya Dala. Manager - Eicky Barik ( 8018325365 ) Singer - Pratyush Kumar (Dilu) ( 6372445065 ) #khaliapali #christiansongs #christian #kirtan #sankirtan #sankirtanyatra #prahari #namasankirtan #namasankirtanam #baithak